ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୱେବ୍ସାଇଟ୍ bookmyhsrp.comକୁ ଯିବାକୁ ହେବ । ପରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିକଳ୍ପ ଉପରେ କ୍ଲିକ୍ କରିବେ ।
ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA
ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ ନିଆଁରେ ଘିଅ ପରି ହୋଇଛି।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
କେଉଁଠି ଦୁର୍ବଳ ନେଟ୍ୱର୍କ ଯୋଗୁଁ ଅନ୍ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍ ୱେବ୍ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।
ଦୁର୍ବଳ ନେଟଓ୍ୱର୍କ ଓ ସର୍ଭର ଡାଉନ୍ ଯୋଗୁଁ ସମସ୍ୟା ।
ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।
ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍ରେ ଲୋକେ ।
ଡେଡଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ
ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍ କଟାଯିବ ।
ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ।
ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି।
ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ଓଡ଼ିଶା ଲାଗି ୪ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରଖାଯାଇଛି ।