ରାଧିକା ଯାଦବଙ୍କୁ ବାପା ହତ୍ୟା କରିବା ଘଟଣା । ଜୀବନରୁ ମାରିଦେବେ ନଚେତ୍ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବାପା । ଶେଷରେ ତାହା ହିଁ ହେଲା । ରାଗରେ ୩ ରାଉଣ୍ଡ ଗୁଳି ଚଳାଇ ଝିଅକୁ ହତ୍ୟା କଲା ବାପା ।
ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ବାପା । ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା । ରିଲ୍ସ ପାଇଁ ହତ୍ୟା କରାଯାଇଥିବା ସୂଚନା । ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ରାଧିକା ।
ଭାଇରାଲ ହେଉଛି ଡାକ୍ତରଙ୍କ ରିଲ୍ସ ଭିଡିଓ । ଡାକ୍ତରଙ୍କ ଅନ୍ଦାଜ ଓ ହରିୟାଣୱି କମେଡି ସମସ୍ତଙ୍କ ମନକୁ ଛୁଇଁଛି । ବହୁ ମଜାଦାର କମେଣ୍ଟ କରିବା ସହ ଡାକ୍ତରଙ୍କ ପ୍ରଶଂସା କରିଛନ୍ତି ୟୁଜର୍ସ ।
ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ଜଣେ ନାବାଳକ। ଜୀବନକୁ ପାଣି ଛଡ଼ାଇ ଏଭଳି ବିପଦଜନକ ଓ ଦୁଃସାହସ କଲେ।
ତଳେ ସାଙ୍ଗ ଶୋଇଛି ଓ ଉପରେ ଟ୍ରେନ୍ ଚାଲୁଛି । ଜଣେ ସାଙ୍ଗ ଏଭଳି ରିଲ୍ସ ପାଇଁ ଡାଇରେକସନ ଦେଉଥିବାବେଳେ ଜଣେ ମୋବାଇଲରେ ସୁଟ କରୁଛି । ଆଉ ଜଣେ ସାଙ୍ଗ ରେଳ ଧାରଣାରେ ଶୋଇଛି । ଭିଡିଓରୁ ଜଣାପଡୁଛି, ଟ୍ରେନ ଆସିବା ଦେଖି କରୁଛନ୍ତି ରିଲ୍ସ ।
ଜିତେନ୍ଦ୍ର ସାପ ସହ ଭିଡିଓ କରିବା ସମୟରେ ନିଶାରେ ଥିଲେ । ନିଜ ବେକରେ ସାପକୁ ଗୁଡାଇବା ସହ ମୁହଁ ପାଖକୁ ଆଣି କିସ୍ କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଭୁଲ ଯୋଗୁଁ ଝିଅଟିର ଜୀବନ ଚାଲିଯାଇଥାନ୍ତା। ଏପର୍ଯ୍ୟନ୍ତ ଯେଉଁମାନେ ଏହି ଭିଡିଓଟି ଦେଖିଛନ୍ତି ସେମାନେ ଏହାକୁ ବହୁତ ସମାଲୋଚନା କରୁଛନ୍ତି।
ରାସ୍ତା ମଝିରେ ରିଲ୍ କଲେ ପୋଲିସ ବାବୁଙ୍କ ସ୍ତ୍ରୀ । ଟ୍ରାଫିକ ଅଟକାଇ ଅଣ୍ଟା ହଲାଇ କରୁଥିଲେ ନାଚ । ହେଲେ ସ୍ତ୍ରୀର ରିଲ୍ ନୃତ୍ୟ ସ୍ୱାମୀକୁ ପଡ଼ିଗଲା ମହଙ୍ଗା ।
ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ଘରର ଛାତ ଉପରେ ନାଚୁଛନ୍ତି। କିନ୍ତୁ ଏହା ପରେ ତାଙ୍କ ସହିତ ଯାହା ହେଲା ଲୋକେ ଦେଖି ଖରାପ ଅନୁଭବ କରୁଛନ୍ତି ଏବଂ ଏହା ଦେଖିବା ପରେ ସେମାନଙ୍କ ହସକୁ ରୋକିପାରୁ ନାହାନ୍ତି।
କଣ୍ଟେଣ୍ଟ୍ କ୍ରିଏଟରମାନେ ରିଲ୍ସ ତିଆରି କରି ଲକ୍ଷ ଲକ୍ଷ ଫଲୋର୍ସ ପାଆନ୍ତି । ଯଦି ଆପଣ ରିଲ୍ସ ମାଧ୍ୟମରେ ଫଲୋର୍ସ ସଂଖ୍ୟା ବଢାଇବାକୁ ଚାହାଁନ୍ତି, ତେବେ ଏପରି ୫ଟି ଭୁଲ୍ ବିଷୟରେ ବିଷୟରେ ଜାଣନ୍ତୁ ଯାହାକୁ ଆପଣ କେବେ ବି କରିବେ ନାହିଁ ।
#ରିଲ୍ସ_ନିଶା #ଥରେଇ_ଦେଲେ_ଦିଅର_ଭାଉଜ ଚାରିଆଡେ ଧୂଆଁ। ଆଉ ତା’ପରେ ବିସ୍ଫୋରଣରେ ଦୋହଲିଲା ବିଲ୍ଡିଂ। ଭୁଷୁଡ଼ିଲା କାନ୍ଥ, ଭାଙ୍ଗିଲା ଲିଫ୍ଟ। ଏ କୌଣସି ଭୂମିକମ୍ପର ଦୃଶ୍ୟ ନୁହେଁ। ଏ ହେଉଛି ରିଲ୍ସ ବନାଇବାର ପରିଣତି। ପୂରା କୋଠାକୁ ଛାରଖାର କରିଦେଇଛି ରିଲ୍ସ ବନାଇବାର ନିଶା।
ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ ଏମାନେ।
ମୋନାଲିସା ପୁଣି ଥରେ ଇଣ୍ଟର୍ନେଟ୍ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।
ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ମେଡିକାଲ ବେଡ୍ରେ ଶୋଇଛନ୍ତି ରୋଗିଣା ମାଆ । ଆଉ ସେଠି, ମାଆଙ୍କ ବେଡ୍ ପାଖରେ ନାଚି ନାଚି ରିଲ୍ସ କରୁଛି ଝିଅ । ନା ମନରେ ଦୁଃଖ ଅଛି, ନା ସ୍ଥାନ କାଳ ପାତ୍ରର ଜ୍ଞାନ ।
ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।
ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।
ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି।
ତେବେ ଲୋକମାନେ ପ୍ରଥମେ ଏହାକୁ ସତ ଅପହରଣ ବୋଲି ଭାବିନେଇଥିଲେ। ପୋଲିସ ବି ସତ ଅପରହଣ ଭାବିବା ସହ ୩ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ତଦନ୍ତ ପରେ ଏହା ଜଣାପଡିଲା ଯେ ସେମାନେ ରିଲ୍ସ ପାଇଁ ସୁଟିଂ କରୁଥିଲେ।
ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍ଏଫ୍ ଯବାନ ହାତାହାତି ହୋଇଛନ୍ତି ।
ଲିଙ୍କଡ୍ଇନ୍ ପ୍ଲାଟଫର୍ମରେ ସର୍ଟ ଭିଡିଓ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚିତ ବିଷୟବସ୍ତୁ ଉପରେ ଛୋଟ ଭିଡିଓ ଉପସ୍ଥାପନା ଉପରେ ଯୋଜନା ଚାଲିଛି।
ମେଡିକାଲ ଟ୍ରେନିଙ୍ଗ ସରିବା ଖୁସିରେ ପ୍ରି ଗ୍ରାଜୁଏସନ୍ ସେଲିବ୍ରେସନ କରୁଥିଲେ ଡାକ୍ତରୀ ଛାତ୍ର। କିନ୍ତୁ କିଏ ଜାଣିଥିଲା ମଜା ପାଲଟିବ ସଜା।
ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।
ରିଲ୍ସ ନିଶାରେ ଯୁବଗୋଷ୍ଠୀ ପାଗଳ..କେତେବେଳେ କିଏ ବିପଦଜନକ ଷ୍ଟଣ୍ଟ୍ କରୁଛି, ତ କିଏ ଜଳପ୍ରପାତରେ ଫଟୋ ନେଉଛି..ଆଉ ସେଥିପାଇଁ ...
ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।