ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ମେଡିକାଲ ବେଡ୍ରେ ଶୋଇଛନ୍ତି ରୋଗିଣା ମାଆ । ଆଉ ସେଠି, ମାଆଙ୍କ ବେଡ୍ ପାଖରେ ନାଚି ନାଚି ରିଲ୍ସ କରୁଛି ଝିଅ । ନା ମନରେ ଦୁଃଖ ଅଛି, ନା ସ୍ଥାନ କାଳ ପାତ୍ରର ଜ୍ଞାନ ।
ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।
ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।
ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି।
ତେବେ ଲୋକମାନେ ପ୍ରଥମେ ଏହାକୁ ସତ ଅପହରଣ ବୋଲି ଭାବିନେଇଥିଲେ। ପୋଲିସ ବି ସତ ଅପରହଣ ଭାବିବା ସହ ୩ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ତଦନ୍ତ ପରେ ଏହା ଜଣାପଡିଲା ଯେ ସେମାନେ ରିଲ୍ସ ପାଇଁ ସୁଟିଂ କରୁଥିଲେ।
ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍ଏଫ୍ ଯବାନ ହାତାହାତି ହୋଇଛନ୍ତି ।
ଲିଙ୍କଡ୍ଇନ୍ ପ୍ଲାଟଫର୍ମରେ ସର୍ଟ ଭିଡିଓ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚିତ ବିଷୟବସ୍ତୁ ଉପରେ ଛୋଟ ଭିଡିଓ ଉପସ୍ଥାପନା ଉପରେ ଯୋଜନା ଚାଲିଛି।
ମେଡିକାଲ ଟ୍ରେନିଙ୍ଗ ସରିବା ଖୁସିରେ ପ୍ରି ଗ୍ରାଜୁଏସନ୍ ସେଲିବ୍ରେସନ କରୁଥିଲେ ଡାକ୍ତରୀ ଛାତ୍ର। କିନ୍ତୁ କିଏ ଜାଣିଥିଲା ମଜା ପାଲଟିବ ସଜା।
ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।
ରିଲ୍ସ ନିଶାରେ ଯୁବଗୋଷ୍ଠୀ ପାଗଳ..କେତେବେଳେ କିଏ ବିପଦଜନକ ଷ୍ଟଣ୍ଟ୍ କରୁଛି, ତ କିଏ ଜଳପ୍ରପାତରେ ଫଟୋ ନେଉଛି..ଆଉ ସେଥିପାଇଁ ...
ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।
ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା।
ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍ରେ ରିଲ୍ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।