• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lok Sabha

ଏକକ ନିର୍ବାଚନ ଜେପିସିରେ ବିଲ୍‌
Video: ଲୋକସଭାରେ ଆଗତ ହେଲା 'ୱାନ୍ ନେସନ୍ ୱାନ୍ ଇଲେକ୍ସନ' ବିଲ୍

ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।

One nation One Election Bill
One Nation One Election Bill: ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ଜୋରଦାର ବିରୋଧ

ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ ।

Modi Target To Congress
PM Modi Targets Congress: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ

କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।

ଲୋକସଭାରେ ପ୍ରିୟଙ୍କାଙ୍କ ପ୍ରଥମ ଭାଷଣ
Priayanka Gandhi Vadra Maiden Speech:ଭାଇକୁ ବଳିଗଲେ ଭଉଣୀ, ପ୍ରଥମ ଭାଷଣରେ କହିଲେ ଏମିତି...

ଅଦାନୀ ପ୍ରସଙ୍ଗ ପରେ କହିଥିଲେ ଚାଷୀଙ୍କ ସମସ୍ୟା କଥା । ହିମାଚଳ ପ୍ରଦେଶର ସେଓ ଚାଷୀଙ୍କ ଦୁଃଖ ବଖାଣିବାକୁ ଯାଇ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା କଥା ଉଠାଇଲେ । ହିମାଚଳ ପ୍ରଦେଶ ସରକାର ଚାଷୀଙ୍କ କଥା ଆଦୌ ବୁଝୁନାହାନ୍ତି । ସେମାନଙ୍କ ଦୁଃଖ ଶୁଣୁନାହାନ୍ତି, କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା କହିଥିଲେ ପ୍ରିୟଙ୍କା । ଚାଷୀମାନେ ସର୍ବନିମ୍ନ ଦର ପାଉନାହାନ୍ତି ।

ଆଜିଠୁ ଶୀତ ଅଧିବେଶନ
Parliament Session: ଆଜିଠୁ ଆରମ୍ଭ ହେବ ଶୀତ ଅଧିବେଶନ, ଆଗତ ହୋଇପାରେ ୫ ନୂଆ ବିଲ୍‌

ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି ।

Baijayant Panda
ଲୋକସଭାରେ LED ବଲ୍‌ବ ସ୍କିମ୍‌ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ, ଶକ୍ତି ମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ତେବେ ଏହି LED ବଲ୍‌ବ ବଣ୍ଟନରେ ଅନେକ ବଡ଼ ରାଜ୍ୟ କାହିଁକି ପଛରେ ଅଛନ୍ତି ଓ ଏହାକୁ ଆଗକୁ ନେବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

UPSC Case
ଦିଲ୍ଲୀ ଟ୍ରାଜେଡ଼ି ... ଆହୁରି ୧୦ରୁ ୧୨ IAS ଆଶାୟୀ ନିଖୋଜ : ପପୁ ଯାଦବ

ଗତ କିଛିଦିନ ତଳେ ଦିଲ୍ଲୀ କେସ୍‌ ତ ଆପଣମାନଙ୍କର ମନେ ଥିବ । ବେସ୍‌ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Narendra Modi
ସଂସଦରେ ଉଠିଲା ଓଡ଼ିଶା କଥା, ମୋଦି କହିଲେ ...

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।

PM Modi
ବିକାଶର ଗୋଲାପୀ ଚିତ୍ର ଦେଖାଇଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ କମ୍ପିଲା ଗୃହ

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।

Narendra Modi
ଲୋକସଭାରେ କ’ଣ କହିବେ ମୋଦି ? ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର

ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ କିପରି ରଖୁଛନ୍ତି ତା ଉପରେ ସାରା ଦେଶର ନଜର ରହିଛି ।

Rahul Gandhi
ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।

Lokaabha Speaker
ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା

ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା।

Parliament
ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ ।

Bhartruhari In Speaker Race
କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?

ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ । ଆଜି ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ ଏନ୍ଡିଏ ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ବରୀ। ଆଜି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ...ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।

PM Modi Takes Oath
ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶପଥ ପାଠ କରାଇଲେ କାମଚଳା ବାଚସ୍ପତି 

ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

First session of 18th Lok Sabha
ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ; ଶପଥ ନେବେ ମୋଦିଙ୍କ ସମେତ ନବନିର୍ବାଚିତ ସାଂସଦ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Election Result
ଆଜି ଆସିବ ଜନାଦେଶ, ଏହି ୮ ଲୋକସଭା ଆସନ ଉପରେ ନଜର

ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ।

 Lok Sabha Secretariat Ready to Welcome MPs
ନୂଆ ସାଂସଦଙ୍କୁ କିପରି କରାଯିବ ସ୍ୱାଗତ, ଲୋକସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ ।

Election
ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।

Election
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର, ୨୧ ରାଜ୍ୟରେ ହେବ ଭୋଟ୍ ଗ୍ରହଣ

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା ।

Election
ନିର୍ବାଚନକୁ କଳୁଷିତ କରିବାକୁ ଚୀନ କରୁଛି ହୀନ ଷଡ଼ଯନ୍ତ୍ର, ମାଇକ୍ରୋସଫ୍ଟ କଲା ଖୁଲାସା

ନିର୍ବାଚନକୁ କବଜାକୁ ନେଇପାରେ ଚୀନ । ଆଗକୁ ଭାରତରେ ସାଧାରଣ ନିର୍ବାଚନ ଆସୁଛି । ଏହାକୁ ଭ୍ରମିତ କରିବାକୁ ଖେଳ ଖେଳିପାରେ ଚୀନ । କୃତ୍ରିମ ବୁଦ୍ଧିମତା ସହାୟତାରେ ଭାରତର ନିର୍ବାଚନକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ଚୀନ ।

K.padmarajan
୨୩୮ ଥର ନିର୍ବାଚନ ହାରିଲେଣି, ତଥାପି ଛାଡ଼ିନି ମୋହ; ଏଥର ଲୋକସଭା ପାଇଁ ପ୍ରାର୍ଥୀ

ଜଣେ ବ୍ୟକ୍ତି ନିର୍ବାଚନରେ ୨୩୮ ଥର ବିଫଳ ହେବା ପରେ ମଧ୍ୟ ପୁଣି ନିର୍ବାଚନରେ ଛିଡ଼ା ହେବାକୁ ସଜବାଜ ହେଉଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି, କେ.ପଦ୍ମରାଜନ୍ ।

BJP
ଅପରାଜିତାଙ୍କ କଟାକ୍ଷ, ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରୁଛି ବିଜେଡି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜେଡିକୁ କଟାକ୍ଷ । ଭୁବନେଶ୍ୱର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ ଆଜି କହିଛନ୍ତି 'ଯୋ ଡରଗୟା ୱ ମରଗୟା' ।

Lok Sabha Election
BJD ଉପରେ ବର୍ଷିଲେ ଅପରାଜିତା, ଟିକେଟ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ଲୋକସଭା ଆସନରୁ ପୁଣି ବିଜେପି ଟିକେଟରେ ଲଢିବେ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ଟିକଟ୍ ପାଇବା ପରେ ଅପରାଜିତା କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ସହ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Congress holds CEC meet
କଂଗ୍ରେସର ପ୍ରାର୍ଥୀ ଚୟନ ପାଇଁ ଜୋରଦାର କସରତ, ଦିଲ୍ଲୀ ମୁଖ୍ୟାଳୟରେ ପ୍ରଥମ CEC ବୈଠକ

ଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା।