ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। ।
ବସ୍ର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।
ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଘରର ମୁଖ୍ୟ କବାଟରେ ତାଲା ପଡିଥିଲା। ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୫ଟି ମୃତଦେହ ଉଦ୍ଧାର କରିଛି।
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।
ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି।