• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Google

Google's AI chatbot Gemini verbally abuses student
AI Chatbot Gemini: ଛାତ୍ରଙ୍କୁ ‘AI’ର ଧମକ ! କହିଲା, 'ତୁମେ ପୃଥିବୀ ଉପରେ ବୋଝ; ଯାଅ, ମରିଯାଅ’

ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Best courses that can land you high salary jobs in google
How To Get Job In Google: ଗୁଗୁଲ ଅଫିସ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି…କରନ୍ତୁ ଏହି Courses, ମିଳିବ ହାଇ ସାଲାରୀ

ଯଦି ଆପଣ ଗୁଗୁଲରେ କାମ କରିବାକୁ ଆଗ୍ରହୀ, ତେବେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଧ୍ୟୟନ କରିବା କିମ୍ବା IIT, IIM ପରି ଅନୁଷ୍ଠାନରୁ ଡିଗ୍ରୀ ନେବାର ଆବଶ୍ୟକ ନାହିଁ। ଏଥିପାଇଁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା।

Russia Fines Google
ଚକିତ କଲା ଭଳି ଘଟଣା; ଗୁଗଲ୍‌ ଉପରେ ଲାଗିଲା ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା

ବିଶ୍ୱର ମୋଟ ସମ୍ପତ୍ତି ଠାରୁ ବି ଅଧିକ ଜୋରିମାନା । ଏମିତି ଜୋରିମାନା ଲାଗିଛି ଗୁଗଲ୍‌ ଉପରେ । ଜୋରିମାନାର ପରିମାଣକୁ ଆପଣ ସହଜରେ ବି ଗଣି ପାରିବେନି । 

Tip and Tricks Stop google from listening to your private data
Technology: ଗୁଗୁଲ୍ ଆପଣଙ୍କ ଗୋପନୀୟତା ଓ ଡାଟାକୁ ସଂଗ୍ରହ କରୁଛି କି; ଏହି ଷ୍ଟେପ୍ ମାଧ୍ୟମରେ ବନ୍ଦ କରନ୍ତୁ...

ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ନିଜର ପ୍ରାଇଭେସୀ ଏବଂ ଡାଟାକୁ ନେଇ ବହୁତ ଚିନ୍ତିତ। ଯଦି ଆପଣ ମଧ୍ୟ ଆପଣଙ୍କର ଡାଟା ଏବଂ ପ୍ରାଇଭେସୀକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ଖବରରୁ କିଛି ଉପଯୋଗୀ ସୂଚନା ପାଇପାରିବେ।

Google will no longer remove cookies from chrome browser
Technology: ଗୁଗୁଲ୍‌ର ବଡ଼ ନିଷ୍ପତ୍ତି; କ୍ରୋମ୍ ବ୍ରାଉଜର୍‌ରୁ ଉଠିଯିବ ଏହି ଲୋକପ୍ରିୟ ଆପ୍ସ, ଆଉ ରହିବନି ଡାଟା

ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍‌ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍‌ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଖବରକୁ ଅଣଦେଖା କରିବା ଉଚିତ ନୁହେଁ।

Xmail
Gmailକୁ ଟକ୍କର ଦେବ Xmail, ଖୁବଶୀଘ୍ର ଏହାକୁ ଲଞ୍ଚ କରିବେ ମସ୍କ

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଆଲୋଚନା ସମୟରେ ଏଲନ୍‌ ମସ୍କ କହିଛନ୍ତି ଯେ, ଶୀଘ୍ର Xmail ଆସିବ।

Gmail
ଅଗଷ୍ଟ ୧ ରୁ ବନ୍ଦ ହେବ କି ଗୁଗୁଲର Gmail ସେବା ! ସ୍ପଷ୍ଟିକରଣ ଦେଲା Google

ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।

This company offered 300% hike
ଚାକିରି ଛାଡ଼ିବାକୁ ଚାହିଁଲେ କର୍ମଚାରୀ...୩୦୦% ଦରମା ବୃଦ୍ଧି କଲା ଏହି କମ୍ପାନୀ...

ଆପଣ ବିଶ୍ୱାସ କରିପାରୁଛନ୍ତି କି ଜଣେ କର୍ମଚାରୀଙ୍କ ଦରମା ୩୦୦% ବୃଦ୍ଧି ହୋଇଥିବ ବୋଲି ? ହଁ ଏମିତି ଘଟିଛି...କର୍ମଚାରୀ ଚାକିରି ଛାଡ଼ିବାକୁ ଚାହିଁଲେ...କର୍ମଚାରୀଙ୍କ ୩୦୦% ଦରମା ବୃଦ୍ଧି କଲା ଏହି କମ୍ପାନୀ...

Google
ଗୁଗୁଲର ନୂଆ ଅଫିସ; ଅଛି ଖେଳ ପ୍ରକୋଷ୍ଠ, ମସାଜ ଚେୟାର...ଦେଖନ୍ତୁ ଭିଡ଼ିଓ

ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Research
Research: ଫେସ୍‌ବୁକ୍‌-ଗୁଗଲ ବ୍ୟବହାର କରୁଛନ୍ତି କି ? ଜାଣିନିଅନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ...

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍‌ବୁକ୍‌ ପରି ଆପ୍‌ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।

Daniel George
ଯୁବକଙ୍କ ପାଖରେ ପ୍ରବଳ ଟଙ୍କା; ଛାଡ଼ିଦେଲେ ଚାକିରି, ପାଉଥିଲେ ୨ କୋଟି

ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ

Google
ରିଜେକ୍ସନ ପରେ ସିଲେକ୍ସନ୍; ୧୬ କଲେଜ୍ରୁ ତଡ଼ା ଖାଇବା ପରେ Google ରେ ଚାକିରି

ବେଳେ ବେଳେ ରଜେକ୍ଟ ହେବା ବି ଭଲ.. ଯେମିତି ଇଏ ୧୮ ବର୍ଷୀୟ ଯୁବକ୧୬ ଥର ରିଜେକ୍ଟ ହେବା ପରେ ପାଇଲେ ସୁବର୍ଣ୍ଣ ସୁଯୋଗ.. ସିଧା ଗୁଗଲ୍ ତାଙ୍କୁ ବଢାଇଲା ଅଫର୍..

Google
ରିଜେକ୍ସନ ପରେ ସିଲେକ୍ସନ୍‌; ୧୬ କଲେଜ୍‌ରୁ ତଡ଼ା ଖାଇବା ପରେ Google ରେ ଚାକିରି

ଉଚ୍ଚ ଶିକ୍ଷା ନିମନ୍ତେ ଷ୍ଟେନ୍‌ଲି ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।

Google
ଗୁଗୁଲ ପାଇଁ ମାତ୍ର ଘଣ୍ଟାଏ କାମ କରୁଛନ୍ତି, ହେଲେ ଏତେ ରୋଜଗାର କେମିତି...!

ବାସ୍, ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି ।

22 malicious apps removed by Google, users need to delete them
Google ର ଚେତାବନୀ; ଏହି ୨୨ଟି ଆପ୍‌କୁ ମୋବାଇଲ୍‌ରୁ ତୁରନ୍ତ ଡିଲିଟ୍ କରନ୍ତୁ...

କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍‌କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍‌ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।

Google
ଗୁଗୁଲରୁ ଆପଣଙ୍କ ଆକାଉଣ୍ଟ ଡିଲିଟ୍ ହୋଇଯିବ, ଉଡ଼ିଯିବ ସବୁ ଡାଟା..!

ଗୁଗୁଲର ଏଭଳି ନିଷ୍ପତ୍ତି କେବଳ ୟୁଜରଙ୍କ ସୁରକ୍ଷା ପାଇଁ ବୋଲି କୁହାଯାଇଛି ।

AI
ଗୁଗୁଲ ଆଣିଲା AI ଦ୍ୱାରା ପ୍ରସ୍ତୁତ ସିକ୍ୟୁରିଟି ସିଷ୍ଟମ, IT କମ୍ପାନୀ ରହିବେ ଅଧିକ ସୁରକ୍ଷିତ...

ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।

The Godfather of AI Leaves Google
ଆଗକୁ ଭୟଙ୍କର ବିପଦ ଆଣିବ AI ! ଏମିତି ଚେତାବନୀ ଦେଇ ଗୁଗଲ୍‌ ଛାଡ଼ିଲେ ‘AI ର ଗଡ୍‌ଫାଦର’

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍‌ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍‌ କମ୍ପାନୀ ଗୁଗଲ୍‌(Google)ରୁ ଇସ୍ତଫା ଦେଇଛନ୍ତି।

Google free online courses with high salary jobs
Career Tips: ଗୁଗୁଲ୍‌ର ଏହି ଫ୍ରି କୋର୍ସ କଲେ, ଘରେ ବସି ଲକ୍ଷାଧିକ ଟଙ୍କା ପାଇବେ

ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍‌ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।

Google Pay
Google Pay ଦେଲା ୮୦,୦୦୦ କ୍ୟାସ ବ୍ୟାକ୍‌ ! ଚେକ୍‌ କରନ୍ତୁ ଆଉ ଜାଣନ୍ତୁ ପୂରା ଘଟଣା

କିଛି ୟୁଜର୍ସ କ୍ୟାସ୍‌ ବ୍ୟାକ୍‌ରେ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay କିଛି ୟୁଜର୍ସଙ୍କୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।

Google Flights
ଆସିଲା ନୂଆ ଫିଚର; ଗୁଗୁଲ ଫ୍ଲାଇଟ୍‌ସରେ କରନ୍ତୁ ସବୁଠାରୁ ଶସ୍ତାରେ ଫ୍ଲାଇଟ ବୁକିଂ !

ଯଦି ଗୁଗୁଲ ଫ୍ଲାଇଟ୍‌ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍‌ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।

Google HR
ଚାକିରି ଦେବା ପାଇଁ ଇଣ୍ଟରଭିୟୁ ନେଉଥିଲେ, ହେଲେ ନିଜେ ଚାକିରି ହରାଇଲେ

ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।

google
୮ ମାସର ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବିଦା କଲା ଗୁଗୁଲ

ଠିକ୍‌ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍‌ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।