ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।
ଯେତେବେଳେ ନ୍ୟାୟର ପ୍ରସଙ୍ଗ ଉଠେ ସେତେବେଳେ ଆମ ଆଖି ଆଗରେ ନ୍ୟାୟର ଦେବୀଙ୍କ ଏକ ପ୍ରତିମା ସ୍ୱତଃ ଚାଲିଆସେ, ଯିଏ ଆଖିରେ କଳା ପଟି ବାନ୍ଧିବା ସହିତ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ତରାଜୁ ଧରିଥାନ୍ତି। କ’ଣ ଏହାର ଅର୍ଥ ଆସନ୍ତୁ ଜାଣିବା।
ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…
ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହା ପଛର କ’ଣ କାରଣ ଆସନ୍ତୁ ଜାଣିବା।
କୁହାଯାଏ ଜଣେ ପେଟ ପୂରା ଖାଇଦିଏ ତେବେ ହାକୁଟି ଆସେ। ହାକୁଟି ଆମ ଖାଦ୍ୟର ତୃପ୍ତି ସହିତ ଜଡିତ ଥିବା ବେଳେ ଏହା ଆମ ଶରୀରର ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ। ଏପରି ପ୍ରକ୍ରିୟା ଆମକୁ ଅନେକ ସଙ୍କେତ ଦେଇଥାଏ।
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।
ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିଲୋମିଟର ଦୂରକୁ ଟାର୍ଗେଟ୍ କରାଯାଇପାରେ। ଏହି ବନ୍ଧୁକର ବ୍ୟାରେଲ୍ ଅର୍ଥାତ୍ ଟ୍ୟୁବ୍ ବହୁତ ଲମ୍ବା। ଏହା ବିଷୟରେ ପୂରା ଜାଣିବା ନେଇ ପଢନ୍ତୁ।
ଭାରତର ସବୁଠାରୁ ଧନୀ ରାଜାଙ୍କ ନାମ ହେଉଛି ମୀର ଓସ୍ମାନ୍ ଅଲି ଖାନ ଯିଏ ହାଇଦ୍ରାବାଦର ନିଜାମ ଥିଲେ। ୩୭ ବର୍ଷ ଧରି ହାଇଦ୍ରାବାଦର ଶାସକ ଥିଲେ। ତେବେ ସେ କେତେ ଧନୀ ଥିଲେ ଆସନ୍ତୁ ଜାଣିବା।
ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁହୋଇଛି, କିନ୍ତୁ ଏହାର ଆଇନରେ ହିନ୍ଦୁମାନଙ୍କୁ ବହୁବିବାହ କରିବାର ଅନୁମତି ଦିଆଯାଇଛି। ତେବେ ଏନେଇ କେତେକ ସର୍ତ୍ତ ମଧ୍ୟ ଅଛି। ତେବେ ଏହି ନିୟମ କେଉଁଠି ଅଛି ଏବଂ ଏନେଇ କ’ଣ ସର୍ତ୍ତ ଆସନ୍ତୁ ଜାଣିବା।
ଆଜିକାଲି ରାଜସ୍ଥାନର ଅନେକ ସହର ଜଳିବା ଆରମ୍ଭ କରିଛି। ଏହି ସହରଗୁଡିକ ମଧ୍ୟରେ ଫଲୋଦିରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେଲାଣି। କୁହାଯାଏ ଯେ ଏହି ସହର ମେ-ଜୁନ୍ ମାସରେ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୁଏ।
ପ୍ରାୟ ସମସ୍ତେ ବିସ୍କୁଟ୍ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଅଧିକାଂଶ ହୁଏତ ଜାଣି ନଥିବେ ଏହିସବୁ ବିସ୍କୁଟ୍ରେ ଥିବା କଣାର ରହସ୍ୟ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ। ତେବେ ଆସନ୍ତୁ ଜାଣିବା।
ଏବେ ଭାରତୀୟ ରାଜନୀତିରେ ଅନେକ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳେ। ଅନେକ ମଧ୍ୟ ବଡ ବଡ ପଦବୀରେ ଥିବା ପ୍ରମାଣ ରହିଛି। କିନ୍ତୁ ଆପଣ ଜାଣନ୍ତି କି ଭାରତରେ କିଏ ହୋଇଥିଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଆସନ୍ତୁ ଜାଣିବା ତାଙ୍କ ସଂଗ୍ରାମୀ ଜୀବନୀ ବିଷୟରେ।
ଟ୍ରେନ୍ରେ ଯାତ୍ରା କରିବା ବେଳେ ଆପଣ ନିଶ୍ଚିତ ଦେଖିଥିବେ ଯେ ହଳଦିଆ ରଙ୍ଗର ବୋର୍ଡରେ କଳା ରଙ୍ଗରେ ଷ୍ଟେସନର ନାମ ଲେଖାଯାଇଥିବା। ହେଲେ ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଅଲିମ୍ପିକ୍ ରିଙ୍ଗ୍ରେ ରହିଥାଏ ୫ଟି ରଙ୍ଗ। ଏହାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେବେ ଆସନ୍ତୁ ଏହାର ପ୍ରକୃତ ଅର୍ଥ କ’ଣ ଜାଣିନେବା।
କୋକିଳ କଣ୍ଠୀ ଲତା ମଙ୍ଗେସ୍କର୍ଙ୍କ ମୃତ୍ୟୁକୁ ନେଇ ପାଳନ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ। ଏହି ଆଦେଶ କିଏ ଦେଲେ ଓ କିପରି ପାଳନ ହୁଏ ଏହି ରାଷ୍ଟ୍ରୀୟ ଶୋକ ଆସନ୍ତୁ ଜାଣିବା।
ରାସ୍ତାରେ ଯିବାବେଳେ ମାଇଲଷ୍ଟୋନ୍ ସୂଚେଇଥାଏ ବିଭିନ୍ନ ସ୍ଥାନର ଦୂରତା। ତେବେ ଏଗୁଡିକ ହୋଇଥାଏ ବିଭିନ୍ନ ରଙ୍ଗର। ଏହି ରଙ୍ଗ ମଧ୍ୟ ଦେଇଥାଏ ଅନେକ ସୂଚନା। ଆସନ୍ତୁ ସେ ବିଷୟରେ ଜାଣିନେବା, ଯାହା ଅନେକ କାମରେ ଆସିବ।
ସବୁଦିନ ଭଳି ସେଦିନ ବି ଗାନ୍ଧିଜୀ ଭୋରୁଥିଲେ। ମୃତ୍ୟୁଜନିତ ଅନେକ ସଂକେତ ବି ଦେଇଥିଲେ। ବଲ୍ଲଭଭାଇ ପଟେଲଙ୍କ ସହ ଅନେକ ଆଲୋଚନା ବି କରିଥିଲେ। ଅନେକଙ୍କୁ ଚିଠିର ଜବାବ ବି ଦେଇଥିଲେ।
ତାଜ ମହଲର ଛବି ଆଖି ସାମ୍ନାକୁ ଆସିଗଲେ ମନେ ପଡିଯାଏ ମୋଗଲ ସମ୍ରାଟ ଶାହଜାହାନଙ୍କ କଥା। ଯାହାଙ୍କୁ ଆମେ ମୋଗଲ ଭାବେ ଜାଣୁ ସେ ଥିଲେ ଜଣେ ହିନ୍ଦୁ ମା’ର ସନ୍ତାନ। ତେବେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିନେବା।
ବିନା ମସଲାରେ ଖାଦ୍ୟକୁ ଚଳେଇ ହେବ କିନ୍ତୁ ବିନା ଲୁଣରେ ନୁହେଁ। ତେବେ ଆମେ ୨-୩ ପ୍ରକାରର ଲୁଣ ବିଷୟରେ ଜାଣିଥିବା ବେଳେ ପ୍ରକୃତରେ ୧୨ ପ୍ରକାରର ଲୁଣ ଅଛି ଏବଂ ସେଗୁଡିକର ରଙ୍ଗ ମଧ୍ୟ ଭିନ୍ନ। ତେବେ ଆସନ୍ତୁ ସେସବୁ ବିଷୟରେ ଜାଣିନେବା।
ଦେଶର ପ୍ରଥମ ମହିଳା ଶିକ୍ଷକ ହେଲେ ସାବିତ୍ରୀବାଇ ଫୁଲେ। ସେ ମହିଳାଙ୍କ ମଧ୍ୟରେ ଇଂରାଜୀ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅନେକ କାମ କରିଛନ୍ତି। ଆସନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିନେବା।
ଆଜିକାଲି ଫ୍ଲାଟ୍ ସଂସ୍କୃତିରେ ଲିଫ୍ଟ୍ ଏକ ସାଧାରଣ କଥା। ଲୋକେ ସହଜରେ ଯାତାୟତ ପାଇଁ ଏହାକୁ ବ୍ୟବହାର କରିଥାନ୍ତି, କିନ୍ତୁ ଅନେକ ମଧ୍ୟ ଲିଫ୍ଟର କେବୁଲ୍ ଛିଡିବାକୁ ନେଇ ମନରେ ଭୟ କରିଥାନ୍ତି। ତେବେ ଜାଣନ୍ତୁ ଏପରି ସ୍ଥିତିରେ କ’ଣ କରିବେ?
ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହିସବୁ ସିଲିଣ୍ଡରରେ ଏକ ସଂକେତ ଲେଖାଯାଇଥାଏ, ଏହା ପ୍ରାୟ ଦେଖିଥିବେ। ଏହା ବିଷୟରେ ଜାଣିଥିଲେ ଆପଣଙ୍କ ଜୀବନ ସୁରକ୍ଷିତ ହୋଇପାରିବ।
ଶୀତ ଦିନେ ଜ୍ୟାକେଟ୍ ଏକ ଅତି ଦରକାରୀ ପୋଷାକ ହୋଇଯାଏ। ସମସ୍ତେ ଦେଖିଥିବେ ଯେ ଜ୍ୟାକେଟ୍ର ଦୁଇ କାନ୍ଧରେ ପଟି ଲାଗିଥାଏ। କିନ୍ତୁ ପ୍ରାୟ ଏହାର ଉଦ୍ଦେଶ୍ୟ ଜାଣି ନଥିବେ। ଜାଣିବା ପାଇଁ ପଢନ୍ତୁ।
ବର୍ତ୍ତମାନ ସମୟରେ ଜିନ୍ସ ସମସ୍ତଙ୍କର ପ୍ରିୟ ପରିଧାନ ହୋଇଯାଇଛି। ଏହି ପ୍ୟାଣ୍ଟର ଡାହାଣ ପକେଟ୍ ପାଖରେ ଏକ ଛୋଟ ପକେଟ୍ ଥାଏ। ଏହାକୁ ଅଧିକାଂଶ ଖୁଚୁରା ପଇସା ରଖିବାକୁ ବ୍ୟବହାର କରନ୍ତି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ କିଛି ଭିନ୍ନ। ଆସନ୍ତୁ ଜାଣିବା…