ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୟନୀୟ ସ୍ଥିତିରେ ଲକ୍ଷ୍ମୀବସ୍ । ବସ୍ ମାଲିକ ସଂଘର ବିରୋଧରୁ ବ୍ଲକରୁ ଜିଲ୍ଲା ମହକୁମା ଯାଏଁ ଚଳାଚଳ ପାଇଁ ଆସିଥିବା ବସ୍ ସବୁ ଦୀର୍ଘମାସ ଧରି ପଡ଼ି ପଡ଼ି ଖତ ଖାଉଛି । କିଛି ବସ୍ ତ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । ଯାହାକୁ ନେଇ ଅସନ୍ତୋଷ ତେଜିଥିବା ବେଳେ ମନ୍ତ୍ରୀ କିନ୍ତୁ କହିଛନ୍ତି ସବୁ ରୁଟରେ ବସ୍ ଚଳାଇବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ।
ଲକ୍ଷ୍ମୀ ବସ୍। ହତଶିରୀ ସ୍ଥିତି। କୋରାପୁଟ ହେଉ କି ରାୟଗଡ଼ା, ନବରଙ୍ଗପୁର ହେଉ ଅବା ମାଲକାନଗିରି। ସବୁଠି ବସ୍ଷ୍ଟାଣ୍ଡରେ ଖତ ଖାଉଛି ଶୀତତାପ ନିୟନ୍ତ୍ରିତ ଅରଖ ନୂଆ ଲକ୍ଷ୍ମୀ ବସ୍।
ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର୍ ବସ୍ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।
ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ।
ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ।
ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍ର କରାଯାଉଛି ଯାଞ୍ଚ ।
ଜନଗହଳି ବସ୍ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।
ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି ।
ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢାନ୍ତି ନାହିଁ ବସ୍ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...
୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଲୁଗାଁର ବେଲପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍କୁ ପଛରୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।