ଆଜି ଅନୁଷ୍ଠିତ ହୋଇଛି ରାମ ଦରବାର ପ୍ରାଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜା ବେଶ ସହ ମାତା ସୀତା, ୩ ଅନୁଜ ଓ ପରମ ଭକ୍ତ ହନୁମାନଙ୍କୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ରାଜସ୍ଥାନ ଜୟପୁରର ଶଙ୍ଖ ମଲମଲ ସଫେଦ ମାର୍ବଲରେ ତିଆରି ନିଖୁଣ ବିଗ୍ରହ ଝଲସୁଛି, ହଜାରେ କ୍ୟାରେଟ୍ ହୀରା, ୩୦୦ ଗ୍ରାମ୍ ସୁନା ଓ ୩ଶହ କ୍ୟାରେଟ୍ ମାଣିକ ନିର୍ମିତ ଆଭୂଷଣରେ ।
ଆଜି ଅନୁଷ୍ଠିତ ହୋଇଛି ରାମ ଦରବାର ପ୍ରାଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜା ବେଶ ସହ ମାତା ସୀତା, ୩ ଅନୁଜ ଓ ପରମ ଭକ୍ତ ହନୁମାନଙ୍କୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ରାଜସ୍ଥାନ ଜୟପୁରର ଶଙ୍ଖ ମଲମଲ ସଫେଦ ମାର୍ବଲରେ ତିଆରି ନିଖୁଣ ବିଗ୍ରହ ଝଲସୁଛି, ହଜାରେ କ୍ୟାରେଟ୍ ହୀରା, ୩୦୦ ଗ୍ରାମ୍ ସୁନା ଓ ୩ଶହ କ୍ୟାରେଟ୍ ମାଣିକ ନିର୍ମିତ ଆଭୂଷଣରେ ।
ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ଅଯୋଧ୍ୟା ସମେତ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି ।
ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।
ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତିଆରି କରାଯାଇଛି ।
ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍ ଖବର ପରେ ସ୍ପଷ୍ଟୀକରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।
ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ।
ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।
ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।
ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।
ଆଜି ଅଯୋଧ୍ୟା ଗସ୍ତରେ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷାରେ ସେ ଆଜି ଅଯୋଧ୍ୟା ଯାଇଥିଲେ। ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରି ଆଶିଷ ମାଗିଥିଲେ।
ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା ।
ମନ୍ଦିର ନିର୍ମାଣ ଓ ଅନ୍ୟ ପ୍ରୋଜେକ୍ଟ ସାରିବା ପାଇଁ ଆଉ କିଛି ସମୟ ଲାଗିପାରେ। ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ଗ୍ରାଉଣ୍ଡ ଫ୍ଲୋରର କାମ ଚାଲିଛି। ୨୦୨୪ଡିସେମ୍ୱର ଶେଷ ସୁଦ୍ଧା ଅବଶିଷ୍ଟ ୨ମହଲା କାମ ସରିବ।
ଦୀର୍ଘ ୫ଶହ ବର୍ଷ ପରେ ପବିତ୍ର ରାମନବମୀରେ ପୁନଃମୁଖରିତ ଅଯୋଧ୍ୟା ନଗରୀ । ନିର୍ଦ୍ଧାରିତ କ୍ଷଣରେ ସଂପନ୍ନ ହେଲା ଐତିହାସିକ ସୂର୍ଯ୍ୟତିଳକ । କୋଟିସୂର୍ଯ୍ୟର ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ । ଏହାକୁ ଦେଖି ଭାବମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅଗଣିତ ରାମଭକ୍ତ ।
ରାମନବମୀରେ ବହୁ ପ୍ରତୀକ୍ଷିତ ସୂର୍ଯ୍ୟତିଳକ ଦେଖି ଭାବବିହ୍ବଳିତ ପୂଜକ ଓ ସାଧୁସନ୍ଥ, ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ। ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ରାମନବମୀ । ଦୀର୍ଘ ୫ଶହ ବର୍ଷ ପରେ, ନିଜ ମୂଳ ଆସ୍ଥାନରେ ରାମଲାଲାଙ୍କ ଜନ୍ମୋତ୍ସବ।
ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା ବୋଲି କହିଲେ ମୋଦି ।
ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଜାଣନ୍ତୁ କେମିତି...
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଛି।
ଆସନ୍ତା ୧୭ ତାରିଖରେ ରାମନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି।
ଏଥିରେ ସୁନାର ପ୍ଲେଟ ଚଢା ଯାଇଥିବା ପୃଷ୍ଠାଗୁଡ଼ିକୁ ପୃଥକ ପୃଥକ ପାର୍ସଲ ଜରିଆରେ ଅଯୋଧ୍ୟା ଅଣାଯାଇଥିଲା। ପ୍ରତି ବଣ୍ଡଲରେ ୨୦-୨୫ଟି ପୃଷ୍ଠା ରହିଥିଲା। ଅଲଟ୍ରା ଭାଓଲେଟ୍ ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ସୁନା ଧାତୁ ସିଟ୍ ଉପରେ ଲେଖା ଡିଜାଇନ୍ କରାଯାଇଥିଲା।