ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ । ତେବେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ! ରାଜ୍ୟ ବିଜେପି ସଭାପତିଙ୍କ ସୂଚନା...
ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ।
‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।
ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି ।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ।
ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ ।
ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ ।
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।
ସନ୍ଦେଶଖାଲିରେ ସବୁ ସୀମା ଡେଇଁଲା ପୋଲିସ୍ । ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ପଶ୍ଚିମବଙ୍ଗ ପୋଲିସ୍ ଉଠାଇ ନେଲା । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ୍ ଙ୍କୁ ଗିରଫ କରାଯାଇଛି ।
୯ ଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ପାଖ ଜଙ୍ଗଲରୁ ଠାବ ହୋଇଛି।
କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
ପୁଣି ବିଫଳ ହେଲେ ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ଏମ୍ଏସ୍ପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା କିଷାନ ମୋର୍ଚ୍ଚା...
ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଆଜି ମେୟର ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
କେଜରିୱାଲଙ୍କ ବିରୋଧରେ କୋର୍ଟକୁ ଗଲା ଇଡି । ଜାଣିଶୁଣି ସମନ୍ କୁ ଅବମାନନା କରିଥିବାର ଅଭିଯୋଗ କରାଯାଇଛି ।
ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ପାକିସ୍ତାନ GDPକୁ କାଟିଛି ‘Tata Group’...
ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !
ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ।
ଉତ୍ତରପ୍ରଦେଶର ସମ୍ଭାଲରେ ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।
କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।
ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ।
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।