• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: River

ICOLD
ଆଇକୋଲ୍‌ଡରେ ସାମିଲ ହେଲେ ପ୍ରଥମ ଓଡ଼ିଆ ଯନ୍ତ୍ରୀ, ଜଳସମ୍ପଦ ବିଭାଗରେ କରୁଥିଲେ କାର୍ଯ୍ୟ

ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆଇକୋଲ୍‌ଡରେ ସାମିଲ୍ ହୋଇଛନ୍ତି । ଇଣ୍ଟର୍ ନ୍ୟାସନାଲ୍ କମିଶନ ଅନ୍ ଲାର୍ଜ ଡ୍ୟାମ୍ ବା ICOLD ଅନ୍ତର୍ଗତ ଲେଭିସ୍ ନାମକ ଏକ ଟେକ୍ନିକାଲ୍ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଇଂ. ଲିଙ୍ଗରାଜ ଗୌଡ଼ ।

uncle throw teen into river
ନୃଶଂସ ବାପା ! ବାହାହେବାକୁ ରାଜି ହେଲାନି ଝିଅ, ରାଗରେ ତଣ୍ଟିଚିପି ନଦୀକୁ ଫିଙ୍ଗିଦେଲା

ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା ।

Himachal Traffic Jam
Viral Video: ହଟହଟ୍ଟା କଲା ଟ୍ରାଫିକ୍‌ ସମସ୍ୟା; ନଦୀରେ ଗାଡ଼ି ପୂରାଇଦେଲେ ପର୍ଯ୍ୟଟକ

ଚନ୍ଦ୍ର ନଦୀରେ ଏକ ମହିନ୍ଦ୍ରା ଥର୍ ଏସୟୁଭି ଚଳାଉଥିବା ଦେଖିବାକୁ ମିଳୁଛି । ସୌଭାଗ୍ୟବଶତଃ, ନଦୀରେ ଜଳସ୍ତର ସେତେ ଅଧିକ ନଥିଲେ ବି ନଦୀରେ ସ୍ରୋତ ଥିଲା।

Man jumps into Sidua river
୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Crocodile
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ନିମପୁର ଗାଁ ନିକଟରେ ।

Drying Mahanadi
ମରୁ ପାଲଟିଗଲାଣି ମହାନଦୀ : ଜୀବନ ଜୀବିକା ଗୁରୁତର,ପିଇବା ପାଣି ପାଇଁ ହାହାକାର ସ୍ଥିତି

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ଜୀବନ ରେଖାର ଚିତ୍ର ଡରେଇଲା ଭଳି, ଥରେଇଲା ଭଳି।...ଯୁଆଡ଼େ ଚାହଁ, ଯେଉଁଠିକୁ ଚାହଁ ଗଣ୍ଡ ସ୍ଥାନରେ କେଉଁଠି କାଁଭାଁ ଅଳ୍ପ ପାଣିକୁ ଛାଡ଼ିଦେଲେ ଚାରି ଆଡ଼େ ଖାଲି ବାଲି ଆଉ ପଥର ।

Pregnant Lady Carried Across in a rope
ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

News Fuse - Road turns into river, thanks to govt
ଇଲୋ ଇଲୋ....ପିଏଚ୍‌ଡ଼ି ବାଲାଙ୍କ ଝର ଫିଟିଗଲା...

ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍‌ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍‌ସନ୍‌ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....

Love Story Turns Tragic, Girl Missing After Jumping Into River
ପ୍ରେମରେ ଧୋକା ଖାଇବା ପରେ ନଈକୁ ଡେଇଁ ପଡ଼ିଲେ ସିମ୍ରନ୍‌। ଛାଡ଼ି ଦେଇ ଯାଇଛନ୍ତି ଶେଷ ଚିଠି....

ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍‌ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି

Watch - House Collapses Into River At Visakhapatnam
ଆଖି ଆଗରେ ଭାସିଗଲା କୋଠା

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ ଭୁଶୁଡ଼ି ପଡିଲା କାହାର ସ୍ୱପ୍ନର ଘର..