• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rbi

Rs 500 notes
ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ?

ଦ୍ୱନ୍ଦ୍ୱ ଭୟ ଆଉ ଛାନିଆ । ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ? ଅଚଳ ହେବ କି ୫୦୦ ଟଙ୍କିଆ ? କ’ଣ ପୁଣି କଟକଣା ଲଗାଇବେ ସରକାର ? ଏମିତି ଖବର ଆପଣ ଯଦି ସୋସିଆଲ୍‌ ମିଡିଆରେ ଦେଖୁଥାନ୍ତି ତେବେ ବ୍ୟସ୍ତ ହୁଅନ୍ତୁନି... ତେବେ ଜାଣନ୍ତୁ ଖବର ପଛର ସତ୍ୟତା କେତେ ?

rbi
Repo Rate Cut: କମିବ ହୋମ୍ ଓ କାର ଲୋନ୍ EMI, ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ

ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କମାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଗୃହ ଋଣ ଓ କାର୍ ଋଣ EMI ରାଶି କମିବ। ଖାଲି ସେତିକି ନୁହେଁ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ଅର୍ଥ ଆଣିବା ଲାଗି କ୍ୟାସ୍ ରିଜର୍ଭ ରେସିଓକୁ ବି ୧୦୦ ବେସିସ୍ ପଏଣ୍ଟ କମାଇବାକୁ ନିଷ୍ପତ୍ତି ନେଇଛି RBI। ରେପୋ ରେଟ୍ ହ୍ରାସକୁ ଋଣକର୍ତ୍ତା ସ୍ବାଗତ କରିଥିବା ବେଳେ ବିଶାରଦ କହିଛନ୍ତି ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବ।

RBI cuts repo rate by 50 basis points for third time to boost economic momentum
ଋଣକର୍ତ୍ତାଙ୍କୁ ରିହାତି

ଋଣକର୍ତ୍ତାଙ୍କୁ ରିହାତି। ଲଗାତର ତୃତୀୟ ଥର ପାଇଁ କମିଲା ରେପୋ ରେଟ୍। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କମାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଗୃହ ଋଣ ଓ କାର୍ ଋଣ EMI ରାଶି କମିବ। ଖାଲି ସେତିକି ନୁହେଁ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ଅର୍ଥ ଆଣିବା ଲାଗି କ୍ୟାସ୍ ରିଜର୍ଭ ରେସିଓକୁ ବି ୧୦୦ ବେସିସ୍ ପଏଣ୍ଟ କମାଇବାକୁ ନିଷ୍ପତ୍ତି ନେଇଛି RBI। ରେପୋ ରେଟ୍ ହ୍ରାସକୁ ଋଣକର୍ତ୍ତା ସ୍ବାଗତ କରିଥିବା ବେଳେ ବିଶାରଦ କହିଛନ୍ତି ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବ ! 

RBI
Repo Rate: ଖୁସି ଖବର: ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI

ପୁଣି କମିଲା ରେପୋ ରେଟ୍ । । ଚଳିତବର୍ଷ ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହୋଇଛି।। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି RBI। ରେପୋ ରେଟ୍ ୬ ପ୍ରତିଶତରୁ ୫.୫୦%କୁ ହ୍ରାସ ପାଇଥିବା RBI ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି। ଘର ଓ କାର୍ ଲୋନ୍ ସମେତ ବିଭିନ୍ନ EMI କମିବ।

RBI mandates Rs00-200 In ATM
RBI mandates Rs100-200 Notes: ଖୁସି ଖବର: ଆଉ ରହିବନି ଛୋଟ ନୋଟ୍ ଟେନସନ, କାରଣ...

ATM ରୁ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ବାହାରିବ । ଏନେଇ ସମସ୍ତ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛି RBI । ଘରୋଇ ସଂସ୍ଥା ପରିଚାଳନା କରୁଥିବା ହ୍ୱାଇଟ୍ ଏଟିଏମରେ ମଧ୍ୟ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ମହଜୁଦ ରହିବ ।

New Rules For Gold Loan
Gold Loan New Rules: ବଦଳିବ ଗୋଲ୍‌ଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

ଟଙ୍କା ବନ୍ଧକ ରଖି ଋଣ ଚାହୁଁଛନ୍ତି କି ? ଏନେଇ ନୂଆ ନିୟମ ଆଣିବାକୁ ଯାଉଛି RBI । କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି । କମ୍ ଋଣ ନେଉଥିବା ଗ୍ରାହକ ଯେପରି ଅସୁବିଧାରେ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି ।

ATM
ATM Charges in India Increased: ଲାଗୁ ହେଲା ନୂଆ ନିୟମ; ଆଜିଠୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ

ବ୍ୟାଙ୍କ ନିଜର ଗ୍ରାହକଙ୍କୁ ମେଟ୍ରୋ ସହରରେ ମାସରେ ୫ ଥର ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ ଦିଆଯାଇଥିବାବେଳେ ନନ୍ ମେଟ୍ରୋ ସହରରେ ୩ ଥର ବିନା ଚାର୍ଜରେ ଟଙ୍କା ଉଠାଇହେବ । ଏହାଠାରୁ ଅଧିକ ଥର ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ।

RBI Slashes Repo Rate
RBI Slashes Repo Rate: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI...

 ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହେଲା । 

RBI
ବଦଳିଯିବ ପୁରୁଣା ନୋଟ୍, ବଜାରକୁ ଆସିବ ନୂଆ ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ

ବଦଳିଯିବ ପୁରୁଣା ନୋଟ୍ । ବଜାରକୁ ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର । ପୁରୁଣା ନୋଟ୍ ଚାଲିବା ନେଇ ଉଠିଲା ପ୍ରଶ୍ନ ।

atm
ମହଙ୍ଗା ହେବ ATMରୁ ଟଙ୍କା ଉଠାଣ

ବାରମ୍ବାର ATMରୁ ଟଙ୍କା ଉଠାଉଛନ୍ତି କି? ଏବେଠୁ ହୋଇଯାଆନ୍ତୁ ସଜାଗ। ନହେଲେ ମେ’ ପହିଲାରୁ ଏଥିପାଇଁ ଗଣିବାକୁ ପଡ଼ିପାରେ ଅଧିକ ଅର୍ଥ। କାରଣ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ ଅନୁମୋଦନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

atm
ATM Withdrawal: ମହଙ୍ଗା ହେବ ATMରୁ ଟଙ୍କା ଉଠାଣ, ଫ୍ରି ଲିମିଟ୍ ପରେ ପ୍ରତି ଥର ପାଇଁ ଗଣିବେ ୧୯ ଟଙ୍କା

ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ଅନ୍ୟ ବ୍ୟାଙ୍କରୁ ଉଠାଣ ଲାଗି ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାର ପାଇଁ ଗ୍ରାହକ ଗଣିବେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା। ଏମିତିକି ATMରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା। NPCIର ସୁପାରିଶକ୍ରମେ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ RBIର ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

ATM ଉଠାଣ ନିୟମ
Cash Withdrawal: ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା, ଦେବାକୁ ପଡ଼ିବ ଅଧିକ ଚାର୍ଜ

ଯେଉଁ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅଧିକ ଥିବ, ଗ୍ରାହକମାନେ ସେହି ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସିଧାସଳଖ ପ୍ରଭାବ ଛୋଟ ବ୍ୟାଙ୍କ ଉପରେ ପଡ଼ିବ ଏବଂ ସେମାନଙ୍କ ଗ୍ରାହକ ସଂଖ୍ୟା କମିବ। ତେବେ ଅତ୍ୟଧିକ ଶୁଳ୍କ ଏଡାଇବା ପାଇଁ, ଯେଉଁମାନେ ବାରମ୍ବାର ATM ବ୍ୟବହାର କରୁଛନ୍ତି, ସେମାନେ ନିଜ ବ୍ୟାଙ୍କର ATM ବ୍ୟବହାର କରିପାରିବେ ଅଥବା ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମଧ୍ୟ ଗ୍ରହଣ କରିପାରିବେ।

ATM Withdrawals No Longer Free
ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା, ଦେବାକୁ ପଡ଼ିବ ଅଧିକ ଚାର୍ଜ

ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା । କ୍ୟାସ୍ ଉଠାଇଲେ ୟୁଜରଙ୍କୁ ଦେବାକୁ ପଡ଼ିବ ଚାର୍ଜ । RBI ଜାରି କଲା ନୂଆ ନିୟମ, ମେ' ୧ରୁ ହେବାକୁ ଯାଉଛି ଲାଗୁ । ମେ' ପହିଲାରୁ ଏଟିଏମ୍ ବ୍ୟବହାର ପାଇଁ ଶୁଳ୍କ ବୃଦ୍ଧି ପାଇବ ।

Repo Rate Cut
RBI Cuts Repo Rate: ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ବସ୍ତି, କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ

୫ ବର୍ଷ ପରେ ଖସିଲା ରେପୋ ରେଟ୍ । ଋଣଗ୍ରହୀତାଙ୍କୁ ମିଳିବ ରିହାତି । କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ । ନୂଆ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

RBI
ବଜେଟ୍‌ ପରେ ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ୱସ୍ତି

ଋଣଗ୍ରହୀତାଙ୍କୁ ମିଳିବ ରିହାତି। କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ। ନୂଆ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Repo Rate
Repo Rate: କ’ଣ ଏହି ରେପୋ ରେଟ୍... ରେପୋ ହାର ହ୍ରାସ ହେଲେ କି ଲାଭ ପାଇବେ ମଧ୍ୟବିତ୍ତ ?

ପୂର୍ବରୁ, ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆୟକର ରିହାତି ଦେଇ ଖୁସି କରିଥିଲେ। ସରକାର ବଜେଟରେ ଘୋଷଣା କରିଥିଲେ ଯେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବ ନାହିଁ। ଆଉ ଏବେ ରେପୋ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

Gold Loan
Gold Loan: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

ଆରବିଆଇ ଚିନ୍ତା ପ୍ରକଟ କରି ସୁନା ଋଣ କାରବାରକୁ ନଜରରେ ରଖିବା ପାଇଁ ନୋଟିସ୍ ଜାରି କରିଛି। ଯେଉଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଗୁଡିକ ସୁନା ଋଣ ଦେଉଛନ୍ତି, ସେମାନେ ଋଣକ୍ରେତାଙ୍କ ସୁନାର ଉତ୍ସ ବାବଦରେ ଖବର ରଖିବା ପାଇଁ ପରୋକ୍ଷରେ ସୂଚାଇ ଦେଇଛି।

rbi
2000 Notes Exchange: ୨୦୦୦ ଟଙ୍କିଆ ନୋଟ୍‌ ନେଇ ଆସିଲା ବଡ଼ ଅପଡେଟ୍; ଜାଣନ୍ତୁ, ଏବେ କେମିତି ବଦଳାଇବେ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି ତେବେ ତୁରନ୍ତ ଏହାକୁ ଜମା କରନ୍ତୁ। ଆରବିଆଇ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଟଙ୍କା କେଉଁଠି ବଦଳ କରିବେ ତାହା ଉଲ୍ଲେଖ ରହିଛି। ତେବେ କିପରି ଟଙ୍କା ବଦଳାଇବେ ଜାଣିରଖନ୍ତୁ...

RBI
ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।

RBI Grade-B Officer recruitment
RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RBIରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

RBI holds repo rate
RBIର ମୁଦ୍ରାନୀତି ସମୀକ୍ଷା ବୈଠକ: ଅପରିବର୍ତ୍ତିତ ରହିଲା ସୁଧହାର

ମୁଦ୍ରାନୀତି ସମୀକ୍ଷା କରି ଲଗାତାର ଅଷ୍ଟମ ଥର ରେପୋ ରେଟ୍ ବଢ଼ାଇ ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

Gold- RBI
ବଡ଼ ନିଷ୍ପତ୍ତି: ବିଦେଶରୁ ସୁନା ଫେରାଇ ଆଣୁଛି RBI, ଆସିଲା ଲକ୍ଷେ କେଜି...!

୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।

Repo Rate
୬.୫%ରେ ରେପୋରେଟ୍ ଅପରିବର୍ତ୍ତିତ ରଖିଲା RBI

କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ଗତ ଫେବୃଆରୀରେ ଶେଷ ଥର ରେପୋ ରେଟରେ ପରିବର୍ତ୍ତନ ହୋଇଥିଲା ।

bank closed
Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌; ଜାଣନ୍ତୁ ପୂରା ତାଲିକା...

Bank Holidays: ବଡ଼ ଖବର । ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । କାମ ଥିଲେ କରି ନିଅନ୍ତୁ ତୁରନ୍ତ । କାରଣ ହୋଇପାରନ୍ତି ହଇରାଣ । 

Paytm
Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଯଦି ଆପଣଙ୍କ ଟଙ୍କା ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।