ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ହୋଇଛି ମୃତ୍ୟୁ ।
ଗୁରୁତର SIଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର,ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ ସୂଚନା
ପାଗଳାମୀର ବି ସୀମା ଥାଏ.. ମଜା ମଜାରେ ମୃତ୍ୟୁକୁ ଡାକି ଆଣିବା କେତେ ଦୂର ଯୁକ୍ତିଯୁକ୍ତ ..
ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କୁ ବିଷ ପିଆଇ ଜୀବନ ନେଇଗଲା ବୟଫ୍ରେଣ୍ଡ ।
ବାହାଘର ଚାଲିଥିବା ବେଳେ ଏମିତି କ’ଣ ହେଲା, ବିଷ ପିଇଦେଲେ ବରକନ୍ୟା
ଯୁବକ ଜଣକ ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ କରି ପ୍ରେମିକାଙ୍କ ସହ ତାଙ୍କ ପୂରା ପରିବାରକୁ ଗିରଫ କରିଛି ।
ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀଙ୍କ ପ୍ରବଳ ମାଡ଼ ଯୋଗୁଁ ସ୍ତ୍ରୀ ସଜ୍ଞାହୀନ ହୋଇପଡ଼ିଥିଲେ । ପରେ ପରେ ସ୍ୱାମୀ ବିଷ ପିଇଦେଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।