ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।
ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍ନେଟ୍ କ୍ଲିନିଂ ଏବଂ ମାଲ୍ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।
ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।
ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍ ରହିଛି ଯାହା ଆପଣ ଆପଣଙ୍କ ଫୋନ୍ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।
ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।
ପୂର୍ବରୁ ନୂଆ କରିବା ପାଇଁ ଯେଉଁ ଇଚ୍ଛାଶକ୍ତି ଥାଏ ତାହା ଧିରେ ଧିରେ କମ୍ ହୋଇଯାଏ । ଚାଇନାର ଏକ ଗବେଶଣା ସଂସ୍ଥା ଏହି ଗବେଶଣା କରିଥିଲା ।
ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ।
୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା।
ଗ୍ରାହକଙ୍କ ପାଇଁ ଶସ୍ତାରେ ଜିଓ ଓ ଗୁଗଲ୍ ସ୍ମାର୍ଟଫୋନ୍ ଜିଓ ଫୋନ୍ ନେକ୍ସଟ୍(JioPhone Next) ଲଞ୍ଚ କରିଛି। ଆଜିଠୁ ଷ୍ଟୋର୍ରେ ଏହି ଫୋନ୍ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ବାକି ଟଙ୍କା ଆପଣ କିସ୍ତି ହିସାବରେ ଦେଇ ପାରିବେ।