କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।
ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି ।
ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା।