ମେ ୨୮ରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହେବ । ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ ।
ପୋଲାଭରମକୁ ନେଇ ତେଜିଲା ରାଜନୀତି । ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍ରେ ତାକୁ ନେଇ ଉଠିଛି ପ୍ରଶ୍ନ ।
ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି ।

ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...
ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହେବ । ଅଞ୍ଚଳରେ ଜୀବନ ଜୀବିକା ଉଜୁଡିଯିବ କହିଛି ବିଜେଡି । ଆରମ୍ଭରୁ ବିଜେଡି ବିରୋଧ କରିବାର ଥିଲା କହିଲା ବିଜେପି । ଗୋଟିଏ ପଞ୍ଚାୟତ ପ୍ରଭାବିତ ହେବ କହିଲେ ବିଜେପି ବିଧାୟକ ।
କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ।