ଗୁରୁବାର ଦିନ ଶର୍ମିଲା କହିଛନ୍ତି, ସରକାର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଚନ୍ତି । ତେଣୁ ସେ ଗିରଫରୁ ବର୍ତ୍ତିବାକୁ କଂଗ୍ରେସ କାର୍ଯ୍ୟାଳୟରେ ରହିଥିଲେ ।
ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ।
ଆସନ୍ତା ୧୧ ତାରିଖରେ ଜଗନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଧରାଶାୟୀ କରି କ୍ଷମତା ହାସଲ କରିଥିଲେ ଜଗନ ରେଡ୍ଡି । କିଛି ଦିନ ତଳେ ସେ ରାଜ୍ୟର ଜିଲ୍ଲା ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ।
ଆଜି ଆନ୍ଧ୍ର ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଓଡିଶା ମୁଖ୍ୟମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ବିଭିନ୍ନ ପ୍ରସଙ୍ଗରେ ଲୋକସେବା ଭବନରେ ହେବ ବୈଠକ