କଟକରେ ସର୍ବାଧିକ ୧୦୬୦ ଭିକାରୀ ରହିଛନ୍ତି । ବରଗଡ଼ରେ ୫୯୫,ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭, ପୁରୀରେ ୩୫୦ ଭିକାରୀ ରହିଛନ୍ତି ।
ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।
କାହା ପାଇଁ ଲକ୍ଷେ ଟଙ୍କା କିଛି ନୁହଁ.. ହେଲେ ଭିକ ମାଗି ଚଳୁଥିବା ମଣିଷ ପାଇଁ ଲକ୍ଷେ ଟଙ୍କା ସାତ ସ୍ୱପ୍ନ.. ଟଙ୍କେ ଟଙ୍କେ କରି ସଞ୍ଚିଥିଲେ ସବୁ ଜଗାକୁ ଦେଇଦେଲେ..
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ
ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ଟଙ୍କାଙ୍କୁ ସେ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି।