ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍ ଏତିକିରେ ରାଗିଯାଇଥିଲେ ଖୁସ୍ବୁ। ନିଜକୁ ରୁମ୍ ରେ ବନ୍ଦ କରି ବ୍ଲେଡ୍ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ । ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡରେ ଶହେରୁ ଅଧିକ ଥର ହାତ କାଟିଥିଲେ ଖୁସ୍ବୁ।
ଗୀତର ତାଳେ ତାଳେ ଠୁମ୍କା ଲଗାଉଛନ୍ତି କନ୍ୟା । ବର ବି କନ୍ୟାର ସାଥ୍ ଦେଇ ଚାଲିଛନ୍ତି । ଗୀତ ବାଜୁଛି ଦୁହେଁ ବିବାହ ଖୁସିରେ ନାଚି ଚାଲିଛନ୍ତି । ଆପଣ ଭାବୁଥିବେ ଏଥିରେ କ’ଣ ଅଛି ଯେ’ ଆମେ ଆପଣଙ୍କୁ ଦେଖାଇ ଚାଲିଛୁ । ଆଉ ବର ଓ କନ୍ୟାଙ୍କ ବିଷୟରେ ଏତେ ସବୁ କହୁଛୁ । ତେବେ ଜାଣନ୍ତୁ ପୂରା ଘଟଣା ।
ବିନା ହେଲମେଟରେ ସ୍କୁଟି ଚଲାଇବାରୁ ପାଟନା ପୋଲିସ ତାଙ୍କ ନାମରେ ଏକ ଚାଲାଣ ଇସ୍ୟୁ କରିଛି। ତେଜ ପ୍ରତାପଙ୍କ ଘରକୁ ୪ ହଜାର ଟଙ୍କା ଚାଲାଣ ପଠାଯାଇଛି। ଅନ୍ୟପକ୍ଷରେ ତେଜ ପ୍ରତାପ ଚଲାଉଥିବା ସ୍କୁଟିର ଇନ୍ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟର ଅବଧି ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, RJD ନେତା ତେଜ ପ୍ରତାପ ହୋଲି ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇ ଯାଉଥିଲେ।
ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।
ମୃତକଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସମସ୍ତ ଶ୍ରମିକ ପାଟନାରେ କାମ କରିବା ପରେ ନିଜ ଗାଁ ଖରାଟକୁ ଫେରୁଥିଲେ। ସେମାନେ ପ୍ରତିଦିନ କାମ ପାଇଁ ଯିବା ଆସିବା କରନ୍ତି ଓ ରାତିରେ ଫେରନ୍ତି। ଦୁର୍ଭାଗ୍ୟବଶତଃ, ରବିବାର ରାତିରେ ଏହି ଦୁଃଖଦ ଦୁର୍ଘଟଣା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି।
ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।
ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।
ବାଲେଶ୍ୱର ଚନ୍ଦନେଶ୍ୱରରୁ ବସ୍ଟି ପ୍ରୟାଗରାଜ ଯାଉଥିଲା। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ମଥାନୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।
୧୯୭୯ ଆରମ୍ଭରୁ ଭାଗଲପୁରରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଥିଲା। ଗିରଫ ପରେ ଯେହେତୁ ଅପରାଧୀମାନେ ସାକ୍ଷୀ ଅଭାବରୁ ଖସିଯାଉଛନ୍ତି, ସେଥିପାଇଁ ଏମାନଙ୍କୁ ସାବାଡ଼ କରିବାକୁ ସେ ସମୟରେ ପୁଲିସ ଯେଉଁ ନିଷ୍ପତ୍ତି ନେଇଥିଲା, ଏକଥା ଶୁଣିଲେ ଦେହ ଶୀତେଇଯିବ। ଏକ ଅଜଣା ଭୟରେ ଛାତି ଥରିଉଠିବ।
ବିଦ୍ୟାଳୟର ପ୍ରିନ୍ସପାଲ୍ ପିଲାମାନଙ୍କ ପାଇଁ ଆଣିଥିବା ଅଣ୍ଡାକୁ ତାଙ୍କ ବ୍ୟାଗରେ ରଖି ଘରକୁ ନେଉଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା ।
ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।
ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ । ହେଲେ ଏହା ପରେ ବି ସଫଳତା ପାଇଛନ୍ତି ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।
ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ।
ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।
ଅନେକ ପ୍ରସିଦ୍ଧ ଛଠ୍ ଗୀତ ଗାଇଥିବା ଗାୟିକା ଶାରଦା ସିହ୍ନାଙ୍କର ଦେହାନ୍ତ ହୋଇଯାଇଛି। ଗାୟିକାଙ୍କ ପୁଅ ଅଂଶୁମାନ ସିହ୍ନା କହିଥିଲେ ଯେ ତାଙ୍କ ମା’ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ବଲିଉଡ୍ରେ ତାଙ୍କ ଗୀତ ମଧ୍ୟ ହିଟ୍ ହୋଇଥିଲା।
ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।
ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।
ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।
ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି ।
ଏ ଚର୍ଚ୍ଚାଟି ନୀତୀଶଙ୍କ ପାଇଁ ନୁହେଁ ବରଂ ତାଙ୍କ ପୂର୍ବ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ପାଇଁ।
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।
ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।