ପିଏମ ଆବାସ ଯୋଜନାରେ ଘର ମିଳୁଛି, କାର୍ଯ୍ୟାଦେଶ ବି ଆସୁଛି । ହେଲେ କାହାର ଫାଉଣ୍ଡେସନରେ ଅଟକୁଛି ତ ଆଉ କାହାର ଛାତ ପଡିବା ଆଗରୁ ଅଟକିଯାଉଛି । କାରଣ ଘର କରିବାକୁ ଯେତିକି ଟଙ୍କା ମିଳୁଛି ତାଠୁ ତିନି ଗୁଣା ଅଧିକ ଖର୍ଚ୍ଚ ହୋଇଯାଉଛି ।