• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Terrorist Attack in Kashmir
କଶ୍ମୀରରେ ସେନା ଗାଡ଼ିକୁ ଆତଙ୍କୀଙ୍କ ଗୁଳିମାଡ଼; ୩ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି ।

Cough Syrup Banned
ସାବଧାନ !! ପିଲାଙ୍କୁ ଦେଉଛନ୍ତି କି କଫ୍‌ ସିରପ୍‌ ? ଯାଇପାରେ ଛୁଆଙ୍କ ଜୀବନ..

ପ୍ରାୟତଃ ଛୋଟ ଛୁଆଙ୍କୁ ଥଣ୍ତା କାଶ ହେଲେ ଆମେ କଫ୍‌ ସିରପ୍‌ ଦେଇଥାଉ । ତେବେ ଏହା ପିଲାଙ୍କ କ୍ଷେତ୍ରରେ କ୍ଷତିକାରକ । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ଔଷଧ-ମିଶ୍ରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ସରକାର ।

Doctors discover us man boston living with a wooden splinter in his eye for over 15 years
୧୫ ବର୍ଷ ଧରି ଆଖିରେ ପଶିଥିଲା କାଠଖଣ୍ଡ; ଅପରେସନ୍‌ ପରେ ସୁସ୍ଥ ହେଲେ ମହିଳା

ମହିଳାଙ୍କ ଆଖିରେ ୩ ମିଲିମିଟର ଲମ୍ବା କାଠଖଣ୍ଡ ରହିଥିଲା, ଯାହା ୧୫ ବର୍ଷରୁ ଅଧିକ ସମୟ ଧରି । ହେଲେ ସବୁଠାରୁ ବଡ଼ କଥା ହେଉଛି, ଆଖିରେ କାଠଖଣ୍ଡ ରହିଥିଲେ ସେ କେବେ ବି ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ କରିନଥିଲେ ।

Assam Forest Department Foils Massive Smuggling Attempt: Seizes ₹4.5 Crore Worth of Rare Fish
ଚାଲାଣ ହେଉଥିଲା ସାଢ଼େ ୪ କୋଟିର ଜୀଅନ୍ତା ବିରଳ ମାଛ; ମାଡ଼ିବସିଲା ବନବିଭାଗ

ଆନ୍ତର୍ଜାତୀୟ ବଜାରରେ ଏହି ବିରଳ ପ୍ରଜାତିର ମାଛର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ସବୁଠାରୁ ବଡ଼ ବିଦେଶୀ ମାଛ ଜବତ ବୋଲି କୁହାଯାଇଛି । ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ ।

Parliament security
ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ପରିବର୍ତ୍ତନ; ଏଣିକି ସଂସଦ ଜଗିବ CISF

ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଯୁବକ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

Surat: Man falls for nude woman on WhatsApp, extorted of Rs 6 lakh
ହ୍ୱାଟ୍‌ସଆପ୍‌କୁ ଆସିଲା ନ୍ୟୁଡ୍‌ କଲ୍‌; ଆକାଉଣ୍ଟରୁ ୬ ଲକ୍ଷ ଗାଏବ୍

ବ୍ୟକ୍ତି ଜଣକ ବାଥରୁମକୁ ଯାଇ ଶରୀରରୁ ପୋଷାକ ଖୋଲିବାର ମାତ୍ର କିଛି ସମୟ ପରେ ଭିଡିଓ କଲ୍‌ଟି କଟିଯାଇଥିଲା । ଅର୍ଥାତ୍‌ ମହିଳା ଜଣକ ଭିଡିଓ କଲ୍‌ଟିକୁ କାଟିଦେଇଥିଲେ ।

Crime
ମଦ ନେଇ ଯାଉଥିଲା, ପୋଲିସ ଅଟକାଇବାରୁ ଚଢ଼ାଇଦେଲା

ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।

Parliament
ସଂସଦ ଭବନ ଗ୍ୟାସ୍ କାଣ୍ଡ: ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ଅଟକ

ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।

Rajya Sabha
ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍, ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।

Criminal Law
ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍; IPC, CRPC ରେ ଲାଗିଲା ବିରାମ

ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ ।

Amit Shah
ଆଇପିସି ଓ ସିଆର୍‌ପିସିରେ ବିଲ୍‌ରେ ସଂଶୋଧନ; ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ

ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

Dinosaur Eggs
ଇଷ୍ଟଦେବତା ଭାବେ ପୂଜା କରି ଆସୁଥିଲେ, ଏବେ ଜଣାପଡ଼ିଲା ଡାଇନୋସର ଅଣ୍ଡା

ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ସେମାନେ ଏହାକୁ ଡାଇନୋସର ଅଣ୍ଡା ବୋଲି ଚିହ୍ନଟ କରିଛନ୍ତି ।

corona
ପୁଣି ଫେରିଲା କରୋନା: କର୍ଣ୍ଣାଟକରେ ଜଣେ ମୃତ

କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା..ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇନି...

Droupadi Murmu
ଉପରାଷ୍ଟ୍ରପତିଙ୍କୁ ମିମିକ୍ରି : ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବେଗ

ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବାକୁ ନେଇ ରାଷ୍ଟ୍ରପତି ନିରାଶ ...ଧନକରଙ୍କୁ ଫୋନ କରି କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

murder
କି ନିର୍ଦ୍ଦୟ ମଣିଷ ! ଚା’ କପେ ପାଇଁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ସ୍ୱାମୀ

କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।

Aditya L1
ଇସ୍ରୋକୁ ମିଳିବ ବଡ଼ ସଫଳତା ! ପଏଣ୍ଟ ୧ ଅଭିମୁଖେ ଯାଉଛି ଆଦିତ୍ୟ L1

L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।

  • Wednesday, 20 December 2023
  • ISRO
Corona
କରୋନା ଭୟ ! ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି । 

Politics
ପାର୍ଲାମେଣ୍ଟ ସୁରକ୍ଷା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଜାରି

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..

Politics
ମିମିକ୍ରିରେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲେ TMC ସାଂସଦ, ମୋବାଇଲରେ ସୁଟିଂ କଲେ ରାହୁଲ ଗାନ୍ଧି

ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।

Terrorist Bukhari
ଖୋଲିବ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର କଳାଚିଠା

ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।

Shivraj Singh Chauhan
କ’ଣ ହେବ ଶିବରାଜଙ୍କ ଭବିଷ୍ୟତ ? ହଠାତ୍‌ ଦିଲ୍ଲୀ ଯାଇ କାହିଁକି ଭେଟିଲେ ନଡ୍ଡାଙ୍କୁ...

ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।

Russian Tourist
ବିଦେଶୀ ମହିଳାଙ୍କୁ ପେଟ୍ରୋଲ ପମ୍ପରେ ବାରମ୍ବାର ଅସଦାଚରଣ; ଭାଇରାଲ ହେଉଛି ଭିଡିଓ

ଋଷୀୟ ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ବାଇକ୍‌ ପଛରେ ବସିଛନ୍ତି । ଆଉ ଯୁବତୀଙ୍କୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଖରାପ ବ୍ୟବହାର କରିବା ମାତ୍ରେ ସେ ଭିଡିଓ କରିବା ଆରମ୍ଭ କରୁଛନ୍ତି ।

Covid New Variant JN.1
କୋଭିଡ୍‌ର ନୂଆ ଭାରିଆଣ୍ଟ JN.1 କେତେ ଭୟଙ୍କର..କ’ଣ ଏହାର ଲକ୍ଷଣ ଓ କେମିତି ବର୍ତ୍ତିବେ..

ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।

Bonus
ମାସକୁ ଦୌଡ଼ିଲେ ୫୦ କିଲୋମିଟର; କମ୍ପାନୀ ଦେବ ମୋଟା ଅଙ୍କର ବୋନସ୍‌

ଏହି ପଦ୍ଧତିକୁ ଆଗକୁ ନେବାକୁ ଏକ ଚାଇନିଜ୍‌ କମ୍ପାନୀ ଏପରି ବ୍ୟବସ୍ଥା କରିଛି । ଖାଲି ସେତିକି ନୁହେଁ, ସେମାନଙ୍କ ଶାରୀରିକ ସୁସ୍ଥତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛି କମ୍ପାନୀ ।

Suspended TMC MP Kalyan Banerjee mimics Jagdeep Dhankhar
ଲଜ୍ଜା! ଉପରାଷ୍ଟ୍ରପତିଙ୍କୁ ଟିଏମସି ସାଂସଦଙ୍କ ବିଦ୍ରୁପ, ନିନ୍ଦା କରିବା ପରିବର୍ତ୍ତେ ଭିଡିଓ କଲେ ରାହୁଲ ଗାନ୍ଧି

ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା... ଘଟଣାକୁ ଲଜ୍ଜାଜନକ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର... ମିମିକ୍ରି ବେଳେ ନିନ୍ଦା ପରିବର୍ତ୍ତେ ଭିଡିଓ କରୁଥିଲେ ରାହୁଲ ଗାନ୍ଧି ...