ଏକାଠି ଉଠିବୁ । ଗୋଟିଏ ଜାଗାରେ ବସିବୁ । ପର୍ଯ୍ୟାୟକ୍ରମେ ଉଠାଇଲେ ଯିବୁନାହିଁ ।
ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣ ଆଖିରେ ଦେଖିଲେ ଜାଣିପାରିବେ ।
ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି ।
ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?
କାହା ପାଇଁ ଭେଣ୍ଡିଂ ଜୋନ୍? ଉଦଘାଟନର ବର୍ଷକ ପରେ ବି ଲାଗୁନି କାମରେ । ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି ।
ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।
ରାସ୍ତା କଡର ଉଠା ଦୋକାନୀଙ୍କ ସୁବିଧା ପାଇଁ ତିଆରି ହୋଇଥିଲା ଭେଣ୍ଡିଂଜୋନ । ହେଲେ କାମରେ ଲାଗୁନି ।