୩୦ ମିନିଟ୍ରେ ଲକ୍ଷ୍ନୌରୁ ଦିଲ୍ଳୀ ପହଞ୍ଚିଲା ଖାଇବା ! ଜୋମାଟୋକୁ ନୋଟିସ୍ କଲେ କୋର୍ଟ...କଥାଟା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ ।
ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍ ପରେ ଏବେ ଏହି ରେସ୍ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି।
ଆଜି ଆମେ ଆପଣଙ୍କୁ ଜୋମାଟୋର କୌଣସି ଅଫର କିମ୍ବା ତା’ର କୌଣସି ବିଜ୍ଞାପନ କଥା କହିବୁ ନାହିଁ । ଆମେ ଏହି ସଂସ୍ଥାର ଏକ ବଡ଼ ଗୁମର ଖୋଲିବାକୁ ଯାଉଛୁ ।
ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସେୟାର କ୍ରମାଗତ ଭାବରେ ହ୍ରାସ ପାଉଛି । ଏମିତିକି ମଙ୍ଗଳବାର ଜୋମାଟୋ ଷ୍ଟକ୍ ତଳକୁ ଖସିବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।
ଫୁଡ୍ ଡେଲିଭରି ଆପ୍ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍। ଅନ୍ଲାଇନ୍ ଫୁଡ୍ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।
ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ। ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା ଏହି ଫୁଡ୍ ଡେଲିଭରି କମ୍ପାନି। ଜୋମାଟୋର କଣ ଥିଲା ଭୁଲ୍।