କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା ।
ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ସହ ଚାଷୀ ଆନ୍ଦୋଳନ ସମୟରେ ବିଭିନ୍ନ ଚାଷୀଙ୍କ ନାଁରେ ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଏହି କମିଟି ଆଲୋଚନା କରିବ ।
ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।
ଏମ୍ଏସ୍ପିକୁ ନେଇ ଆଇନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି।
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।
ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର, ଏହାସହ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି