୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି ।
କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ ।
ଜୀବନ ଯାକ କଠିନ ପରିଶ୍ରମ କରି ଶ୍ରମିକମାନେ କିଛି ଟଙ୍କା ରୋଜଗାର କରିଥା’ନ୍ତି । ଯେଉଁ ଟଙ୍କାରେ ସେମାନଙ୍କ ଘର ଚଳିଥାଏ । ହେଲେ ଅଭାବ ଅନଟନ କାରଣରୁ ସେମାନଙ୍କ ନିକଟରେ ଟଙ୍କା ସଞ୍ଚୟ ହୋଇପାରିନଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ।
ବେକାରୀଙ୍କୁ ମିଳିବ ସରକାରୀ ଚାକିରି ।
ନୂଆଦିଲ୍ଲୀ: ଦେଶରେ ଅନ୍ଲକ୍-୧ ଚାଲିଥିବା ବେଳେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ମିଟିଂ ୧୭ ତାରିଖରେ ହେବ। ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମ ପାଳିରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]