୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ ।