• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teacher

Special Story
Special Story: ବୃତ୍ତି ଶିକ୍ଷକତା, ନିଶା ପରିବେଶ ସୁରକ୍ଷା; ଗାଁ ଶ୍ମଶାନକୁ ମନ୍ଦିରରେ କଲେ ପରିଣତ

ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି  । 

Teacher
ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି, ମନ୍ତ୍ରୀ କହିଲେ ‘ଆଦିବାସୀଙ୍କୁ ନେଇ ନହେଉ ରାଜନୀତି’

ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ ।

Teachers Recruitment
ଏଣିକି ଶିକ୍ଷକଙ୍କୁ ନିଯୁକ୍ତି କରିବେ ଶିକ୍ଷାବିତ !

ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Drawing Teacher
ରାସ୍ତାରେ ପାଗଳ ପରି ବୁଲୁଥିଲେ, ଏବେ ସ୍କୁଲରେ ପିଲାଙ୍କ ପ୍ରିୟ ଶିକ୍ଷକ !

ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ ।

Teacher's Day
ସଲାମ୍‌ ଅଶୋକ ସାର୍

ଆଜି ଗୁରୁଦିବସ... ଗୁରୁଙ୍କ ପାଇଁ ଦିନ ଟିଏ । ଯାହାଙ୍କଠୁ ଶିକ୍ଷା ପାଇ ପିଲାଟିଏ ବଡ଼ ମଣିଷ ହୁଏ... ନିଜ ମାଟି... ନିଜ ଦେଶର ନାଁ ରଖେ । ଆଉ ଇଏ ଏମିତି ଜଣେ ଗୁରୁ ଯାହାଙ୍କୁ ପାଇ ଏ ପିଲାମାନେ ବହୁତ ଖୁସି ।

Inspiring Teachers
ଏଭଳି ମହାନ୍ ଗୁରୁଙ୍କୁ ଶତ ନମନ; ଶିକ୍ଷାର ବିକାଶ ପାଇଁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ...

ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।

Hindu Teachers Targeted
Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ... 

କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।

OTET
ଗ୍ରେସ୍ ମାର୍କ ଦାବିରେ OTET ପରୀକ୍ଷାର୍ଥୀଙ୍କ ଧାରଣା; ବୋର୍ଡ ଅଫିସ ଆଗରେ ନାରାବାଜି

କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।

Emotional Farewell
ଶୋଭାଯାତ୍ରା କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘରେ ଛାଡ଼ିଲେ ଛାତ୍ରଛାତ୍ରୀ ଓ ଗାଁ ଲୋକେ

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ନଳିନୀପ୍ରଭା ପୃଷ୍ଟି l

Unique Teacher
ସାଲ୍ୟୁଟ୍ ଲଲାଟ ସାର୍, ନିଜ ଟଙ୍କାରେ ସ୍କୁଲକୁ କରିଦେଲେ ସ୍ବର୍ଗ !

ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା ।

Odisha Teacher
ଶିକ୍ଷକ ହେବ ତ ଏମିତି; ସ୍କୁଲକୁ କରିଦେଲେ ଷ୍ଟାର୍ ହୋଟେଲ !

ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି । 

Divyang Teacher
ଦିବ୍ୟାଙ୍ଗ ହେଲେ ବି ଗୁରୁ ନମ୍ବର -୧

ଶିକ୍ଷକ ହେବ ତ ଏମିତି ! ଜଣେ କର୍ତ୍ତବ୍ୟ ନିଷ୍ଠା ଦୀବ୍ୟାଙ୍ଗ ଶିକ୍ଷକଙ୍କ ପାଇଁ ପୂରା ଗାଁ ଆଜି ଗର୍ବ ଅନୁଭବ କରୁଛି । ନିତିଦିନ ବିଦ୍ୟାଳୟକୁ ଆସି କୁନିକୁନି ଛାତ୍ରଛାତ୍ରୀଙ୍କୁ ଗୀତ ନାଚ ମାଧ୍ୟମରେ ଶିକ୍ଷାଦାନ ସହ ବିଦ୍ୟାଳୟର ବିକାଶ କ୍ଷେତ୍ରରେ ଅହରହ ଉଦ୍ୟମ କରୁଥିବା ଏହି ଶିକ୍ଷକ ଏବେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l

Teacher
ବିରଳ ଏ ବନ୍ଧନ; ଶିକ୍ଷକଙ୍କ ବଦଳି ପରେ ଟିସି ନେଇଗଲେ ୧୩୩ ପିଲା

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଭାବପ୍ରବଣ ହୁଅନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଅସ୍ୱାଭାବିକ ଘଟଣା।"

Bihar: 16 teachers punished for ‘bed performance'
ଶିକ୍ଷକଙ୍କ ଦରମା କାଟିବାକୁ ଯାଇ ଅଡୁଆରେ ଶିକ୍ଷା ବିଭାଗ

ସବୁବେଳେ ଚର୍ଚ୍ଚାରେ ଥିବା ବିହାରର ଶିକ୍ଷା ବିଭାଗ ଏବେ ପୁଣି ଥରେ ଖବରର ଶିରୋନାମା ପାଲଟିଛି । କିନ୍ତୁ ଏଥରର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

NEET
NEET ପରୀକ୍ଷାର୍ଥୀଙ୍କୁ ପ୍ରଲୋଭନ: ‘ଯାହା ପାରୁଛ ଲେଖ, ବାକି ଆମେ ପୂରଣ କରିବୁ’

ପ୍ଲାନ ଅନୁଯାୟୀ, ପରୀକ୍ଷାର୍ଥୀ ସେହି ପ୍ରଶ୍ନଗୁଡ଼ିକୁ ଖାଲି ଛାଡିଥିଲେ ଯାହାର ଉତ୍ତର ସେମାନେ ଜାଣିନଥିଲେ। ପରୀକ୍ଷା ଖାତା ସଂଗ୍ରହ ହେବା ପରେ ଏହି ପ୍ରଶ୍ନଗୁଡିକର ଉତ୍ତର ସେମାନେ ଲେଖିଦେବେ ବୋଲି କହିଛନ୍ତି।

Principal, teacher attack each other
ଡେରିରେ ଆସିବାରୁ ଖଣ୍ଡଯୁଦ୍ଧ; ଶିକ୍ଷୟିତ୍ରୀ-ପ୍ରିନ୍ସପାଲ୍‌ ମାର୍‌ପିଟ୍‌..ଦେଖନ୍ତୁ ଭିଡିଓ

ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରେ ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।

 teacher
ଫେସିଆଲ୍ ହେଉଥିଲେ, ଭିଡ଼ିଓ କରିବାରୁ କାମୁଡିଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍‌’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହେବାରେ ଲାଗିଛି ।

Teacher gets suspended
ନିୟମ ମାନିଲେନି ମାଡାମ୍; ରାଜନୈତିକ ଦଳର ରାଲିରେ ଯୋଗଦେଇ ହେଲେ ସସପେଣ୍ଡ

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l

paying money for admit cards
ମାଟ୍ରିକ ପରୀକ୍ଷାର୍ଥୀଙ୍କଠାରୁ ଟଙ୍କା ଆଦାୟ ଭାଡିଓ ଭାଇରାଲ

ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ବେଳେ ସ୍କୁଲର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗିବା କଥା ଭିଡିଓରେ କଏଦ ହୋଇଥିବା କୁହାଯାଉଛି । ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ, ୧୦୦ ଟଙ୍କା ଦେଇ ସେମାନେ ଆଡମିଟ କାର୍ଡ ନେଇଥିବା କହିଛନ୍ତି ।

Drunk Teacher
ମଦ ପିଇ ଆସିଲେ ଶିକ୍ଷକ, ଚପଲ ଫୋପାଡ଼ି ବିଦା କରିଦେଲେ ଛାତ୍ର; ଦେଖନ୍ତୁ ଭିଡିଓ

ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Teacher
ଗୁରୁଜୀଙ୍କୁ ନିଆରା ବିଦାୟ

ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।

Teacher
ଗୁରୁଜୀଙ୍କୁ ନିଆରା ବିଦାୟ; ସୁସଜ୍ଜିତ ରଥରେ ବସାଇ ଫୁଲ ବର୍ଷାରେ କଲେ ଗାଁ ପରିକ୍ରମା...  

ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।

PGT JOB
ଓଡ଼ିଶାରେ ବାହାରିଲା ୧୦୬୧ PGT ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Teacher Protest
ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି: ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତାସତ୍ତ୍ବେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। ଏବେ ବି ରାଜଧାନୀ ରାଜରାସ୍ତାରେ ଖରା-କାକରରେ ଚାଲିଛି ଆନ୍ଦୋଳନ। 

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..