ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।
୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।
ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?
ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।
ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।
ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।
JN.1 ଭାରିଆଣ୍ଟ କର୍ଣ୍ଣାଟକରେ ଚିହ୍ନଟ ହେବା ପରେ ମଙ୍ଗଳବାର କ୍ୟାବିନେଟ୍ ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା..ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇନି...
ଆତଙ୍କବାଦୀ ଆକ୍ରମଣ ଲାଗି ଥିଲା ଯୋଜନା ! ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି ..
ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍ କାଟ୍ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ
କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର
ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି
କରୋନା ଭିତରେ ଡରେଇଲାଣି ଟମାଟୋ ଫ୍ଲୁ। ଏହି ଫ୍ଲୁର ବିଭିନ୍ନ ପ୍ରକାର ଲକ୍ଷଣ ରହିଛି । ଦେଖନ୍ତୁ କଣ ଏହାର କାରଣ ଏବଂ ଲକ୍ଷଣ
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।
୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ
କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।
ବିଶ୍ୱରେ ନୂଆ ଭାରିଆଣ୍ଟ ଓମିକ୍ରନର ଭୟ । ଏହାଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।