ଏ ସେଲିବ୍ରେସନ୍ ହେଉଛି ବିଫଳତାର। ମାଟ୍ରିକ୍ରେ ପୁଅ ଫେଲ୍ ହେବା ପରେ ଗାଳିଗୁଳଜ ନ କରି ତା’ର ମନୋବଳ ବଢ଼ାଇବା ପାଇଁ କେକ୍ କାଟି ଖୁସି ମନାଇଛନ୍ତି ପରିବାର।
ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିବା ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ବାପା ମାଆ । ପୁଅ ପରୀକ୍ଷାରେ ଫେଲ ହୋଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ ବୋଲି ତାଙ୍କ ବାପା କହିଛନ୍ତି।
ମ୍ୟାଚ ବେଳେ ପାକିସ୍ତାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ ଜଣେ ଯୁବକ । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପ୍ରାୟ ୨୫ ଜଣ ଯୁବକ ।
ନିଜ ସ୍ୱାମୀଙ୍କ ମୁହଁକୁ ପୁଳା ପୁଳା ଲଙ୍କାଗୁଣ୍ଡ ଫିଙ୍ଗି ରୋଷେଇ ଘର ଛୁରିରେ ବାରମ୍ବର ଆଘାତ କରି ମାରିଦେଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ନିଜେ ତାଙ୍କ ପତ୍ନୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର୍ ବୋଲି ପୋଲିସ୍ ସନ୍ଦେହ କରୁଛି।
MGNREGA ଟଙ୍କା ହଡ଼ପ ପାଇଁ ମହିଳା ବେଶଧାରୀ ପୁରୁଷଙ୍କ ଚାଲ୍ । ନିଜକୁ ସଜାଇଥିଲେ ନାରୀ ବେଶରେ । ଶାଢ଼ୀ ପିନ୍ଧି ଫଟୋ ଉଠାଇଥିଲେ । ଶେଷରେ ଧରାପଡ଼ିଗଲା ସବୁ ଚାଲ୍ ।
ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାର୍ଶାଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଛନ୍ତି।
ରାନ୍ୟା ଅଭିଯୋଗ କରିଛନ୍ତି, ମୋତେ ଫସାଇ ଦିଆଯାଇଛି । ବିମାନ ଭିତରେ ଧରାପଡ଼ିବା ପରେ କୌଣସି ସ୍ପଷ୍ଟୀକରଣର ସୁଯୋଗ ମିଳିଲାନି । ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ଯାଏଁ ନିର୍ଯାତନା ଦିଆଯାଇଛି । ଏମିତିକି ପୋଲିସ ଅଧିକାରୀ ୧୦-୧୫ ଥର ଚାପୁଡ଼ା ମାରିଥିବା ନେଇ ରାନ୍ୟା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ୪୦ଟି ସାଦା କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଇଥିବା ନେଇ ରାନ୍ୟା ଚିଠିରେ ଲେଖିଛନ୍ତି ।
ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି।
ସତରେ କ'ଣ ସୁନାର ଦେଶ ଦୁଇବାରୁ ସୁନା ଆଣିବା ସହଜ ? ସାଧାରଣ ଭାରତୀୟ କ'ଣ ଦୁବାଇ ଯାଇ ସୁନା ଆଣିପାରିବ ? ନା କଷ୍ଟମ ହାତରେ ଧରାପଡ଼ି ଅଭିନେତ୍ରୀ ରାନ୍ୟା ରାଓଙ୍କ ଭଳି ଜେଲ୍ ଯିବେ ? ସେ ସମ୍ପର୍କରେ ଆସନ୍ତୁ ଜାଣିବା ଏହି ଆଲେଖ୍ୟରେ ...
କର୍ଣ୍ଣାଟକ ହାମ୍ପିରେ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଏବଂ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣାରେ ଜୋରଦାର ହୋଇଛି ତଦନ୍ତ । ସେପଟେ ବିଭାସଙ୍କ ମରଶରୀର ଆଜି ପୈତୃକ ଗାଁରେ ପହଁଚିବା ପରେ ଖ୍ରୀଷ୍ଟୀୟ ରୀତିନୀତିରେ ସଂପନ୍ନ ହୋଇଛି ଶେଷକୃତ୍ୟ । ପୁଅ ତ ଚାଲିଗଲା ଅଭିଯୁକ୍ତକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ।
କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ସାଙ୍ଗରେ ଥିବା ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିବା ସହ ଓଡ଼ିଆ ଯୁବକଙ୍କୁ କେନାଲକୁ ଠେଲି ମାରିଦେଲେ ଦୁଷ୍କର୍ମକାରୀ । ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ବର୍ବରକାଣ୍ଡ ।
ଚେତନ ଏଭଳି ପଦକ୍ଷେପ ନେବା ପୂର୍ବରୁ ନିଜ ପତ୍ନୀ, ପୁଅ ଓ ବୁଢ଼ୀ ମା‘ଙ୍କୁ ବିଷ ଦେଇ ମାରିଦେଲେ। ପରବର୍ତ୍ତୀ ସମୟରେ ନିଜେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏ ନେଇ ବିଦ୍ୟାରଣ୍ୟପୁରମ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ବୁଢ଼ୀ ମା‘ଙ୍କ ଶବ ସେ ରହୁଥିବା ଫ୍ଲାଟରୁ ମିଳିଥିବା ବେଳେ ଚେତନ ରହୁଥିବା ଫ୍ଲାଟରୁ ଚେତନ ସମେତ ପତ୍ନୀ ଓ ପୁଅର ଶବ ମିଳିଥିଲା।
ମହୀଶୂର ସହର ପୋଲିସ କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ମୃତ୍ୟୁର ସଠିକ୍ କାରଣ ଏଯାଏ ଜଣାନାହିଁ। ବିଦ୍ୟାରଣ୍ୟପୁରମ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଜାନୁଆରି ୨୬ରେ କର୍ଣ୍ଣାଟକର ଚାମୁଣ୍ଡେଶ୍ୱରୀ ନଗରରେ ପତ୍ନୀ ପିଙ୍କିଙ୍କ ନିର୍ଯାତନା ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଥିଲେ। ସେ ହେଉଛନ୍ତି ପିଟରରୁ ଗୋଲାପଲ୍ଲୀ। ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସଂକ୍ରାନ୍ତ ଚିଠି ଛାଡ଼ିଯାଇଛନ୍ତି। ଏହି ଦମ୍ପତ୍ତିଙ୍କ ଦୁଇ ବର୍ଷ ତଳେ ବିବାହ ହୋଇଥିଲା।
ପୋତାଧନ ପାଇବାକୁ ନରବଳି । ଭଣ୍ଡ ଜ୍ୟୋତିଷ କଥାରେ ପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହାଣି ବଳି ପକାଇଲା ରୋଷେୟା ।
କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର।
ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।
୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।
ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?
ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।