କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ । ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।
ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।
ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।
ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା ।
ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।
କଳା ଚାଉଳରେ କ୍ୟାନସର୍ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।
ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍ ଗଜଲକ୍ଷ୍ନୀ ପୂଜାରେ କିଛି ସ୍ଥାନରେ ବର୍ଷା ହୋଇପାରେ।
ମାଲଖାନା, ହାଜତ ଆଉ ଜବତ ହୋଇଥିବା ଗାଡ଼ି ଚାରିଆଡ଼େ ଗଦା ହୋଇଛି ବସ୍ତା ବସ୍ତା ଗଞ୍ଜେଇ ।
ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।
ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।
ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।