• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclone Warning

Cyclone Dana
‘ଦାନା’କୁ ନେଇ ଆସିଲା ବଡ଼ ଖବର, ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି ।

Cyclone
ବଦଳିଲା ବାତ୍ୟାର ଗତିପଥ, ଜାଣନ୍ତୁ ‘ଦାନା’ କେଉଁଠି କରିବ ଲ୍ୟାଣ୍ଡଫଲ୍‌

ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅତିବେଶୀରେ ଘଣ୍ଟାପ୍ରତି ୧୦୦- ୧୨୦ କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Mohan Majhi
ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ

ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସଂପର୍କରେ ସେ ସମୀକ୍ଷା କରିବେ ।

Cyclone Dana
କେଉଁଠି ଉପକୂଳ ଛୁଇଁବ ‘ଦାନା’, ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ

୨୪ ବେଳକୁ ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁପାରେ । କେଉଁଠି ଲ୍ୟାଣ୍ଡଫଲ୍ କରିବ ଅବପାତ ପରେ ଆକଳନ କରାଯାଇ ପାରିବ ।

Cyclone Dana
Cyclone Dana Live Updates: ଭିତରକନିକାରେ ଲ୍ୟାଣ୍ଡଫଲ କଲା ଦାନା

ଆରମ୍ଭ ହେଲା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭାରତୀୟ

Cyclone
ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ, ୨୩ରେ ନେବ ବାତ୍ୟା ରୂପ

IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ ।

Cyclone
ଲ୍ୟାଣ୍ଡ ଫଲ୍ ପରେ ଦୁର୍ବଳ ହେଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ରଚିଛି ତାଣ୍ଡବ

ଦୁର୍ବଳ ସିନା ହେଇଛି ‘ରେମାଲ’ କିନ୍ତୁ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି ରେମାଲ୍ । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁସୁଡ଼ି ଯାଇଛି ।

Cyclone Alert
ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’

ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା ।

cyclone
ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍

ନେଲୋର ଓ ମଛଲିପଟ୍ଟନମ୍ ମଝିରେ ଲାଣ୍ଡଫଲ୍ କରିବ ବାତ୍ୟା...ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୦ କିମି ରହିପାରେ...

Cyclone Midhili
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମିଧିଲି' ! କେଉଁଠି କରିବ ଲାଣ୍ଡଫଲ୍ ?

ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ ..ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବନି ..ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା..

Deep depression likely to intensify into cyclone
କାଲି ବଙ୍ଗୋପସାଗରରେ ବାତ୍ୟା: ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ଗଭୀର ଅବପାତ ନେଇ ପାରେ ବାତ୍ୟାର ରୂପ, ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ କହିଲା ପାଣିପାଗ କେନ୍ଦ୍ର ...ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ... ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ...

Cyclone Warning
'ବାତ୍ୟା ଯିବ ବାଂଲା, ଓଡ଼ିଶାକୁ ଭୟ ନାହିଁ'

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Cyclone Warning
ଓଡ଼ିଶାକୁ ବାତ୍ୟା ଭୟ ନାହିଁ; ଉତ୍ତର ଉପକୂଳରେ ହାଲୁକା ବର୍ଷା

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି।

 The landfall process of cyclone Biparjoy starts
ଆରମ୍ଭ ହେଲା ବାତ୍ୟା 'ବିପର୍ଯ୍ୟୟ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ସର୍ବପ୍ରଥମେ ଜଖାଉ ବନ୍ଦର ନିକଟରେ କଲା ଲ୍ୟାଣ୍ଡଫଲ।

Cyclone Biparjoy
ଗୁଜରାଟ ତଟରେ ତୋଡ଼ ଦେଖାଇଲାଣି ବାତ୍ୟା 'ବିପର୍ଯ୍ୟୟ', ଲ୍ୟାଣ୍ଡଫଲ ବେଳେ ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼

ଘଣ୍ଟାପ୍ରତି ଦେଢ଼ଶହ କିଲୋମିଟର ବେଗରେ ବହିପାରେ ପବନ । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ।

Cyclone Biparjoy
ଗୁଜରାଟ ମୁହାଁ 'ବିପର୍ଯ୍ୟୟ' : ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ଜାରି

ଜୁନ୍ ୧୫ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ

Today Midnight Cyclone Mandous To Landfall
ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ! ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍‌, କଲେଜ ଛୁଟି ଘୋଷଣା କରାଯାଇଛି।

Cyclone Mandous Update
ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

Odisha May Receive Rainfall Around Dec 10-11
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Coastal districts of Odisha are likely to experience rain from tomorrow
କାଲିଠୁ ବାତ୍ୟାର ପ୍ରଭାବ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Severe cyclonic storm Asani moving northwestwards at a speed of 21 kmph
ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ‘ଅସାନି’, ପୁରୀଠୁ ୭୪୦ କି.ମି. ଦୂରରେ କେନ୍ଦ୍ରୀଭୂତ

ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।

cyclone
କାଲି ପ୍ରବଳ ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ଼ ଅସାନି : ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ବର୍ଷିବ

କିଛି ସ୍ଥାନରେ ପ୍ରବଳ ବର୍ଷିବା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୂଳ

Heavy Rainfall Alert
୧୦ ସନ୍ଧ୍ୟାରୁ ବର୍ଷା ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ।

Cyclonic storm 'Asani' forms over Bay of Bengal
ସୃଷ୍ଟି ହେଲା ବାତ୍ୟା ‘ଅସାନି’: ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ

ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।

Rainfall Lkely From May 10 Due To Impact Of Cyclone
ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ବର୍ଷା ସମ୍ଭାବନା, ଆତଙ୍କିତ ଅବସ୍ଥାରେ ଚାଷୀ

ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି।