• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Love Affair

What is emotional affair how it damage your married life
Relationship Tips: ବୈବାହିକ ଜୀବନକୁ ନଷ୍ଟ କରୁଛି ଇମୋସନାଲ ଆଫେୟାର; କିପରି ଜାଣିବେ ଏହାର ଲକ୍ଷଣ

ଇମୋସନାଲ ଆଫେୟାର ପ୍ରକୃତରେ ଏକ ପ୍ରକାର ଅଣ-ଯୌନ ସମ୍ପର୍କ, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହିତ ଭାବନାତ୍ମକ ଭାବରେ ଜଡିତ ହେବାର ଅନୁଭବ କରିବା ଆରମ୍ଭ କରେ, ଯାହା ବନ୍ଧୁତ୍ୱରୁ ଆରମ୍ଭ ହୁଏ। ଏହା ନିଜ ବୈବାହିକ ଜୀବନକୁ ପ୍ରଭାବିତ କରେ।

How to avoid third person in your relationship
Relationship Tips: ସଂପର୍କରେ କୌଣସି ତୃତୀୟ ବ୍ୟକ୍ତିକୁ ନେଇ ଭୟ ଅଛି କି… ଧ୍ୟାନରେ ରଖନ୍ତୁ ଏହି ୫ କଥା, ଭାଙ୍ଗିବନି ଘର

ଆଜିକାଲି ପରକୀୟା ପ୍ରୀତି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି କାରଣରୁ ଅନେକ ପରିବାର ଭାଙ୍ଗି ଯାଉଛନ୍ତି ଏବଂ ସମ୍ପର୍କରୁ ଭରସା ମଧ୍ୟ ଉଠିଯାଉଛି। ଯଦି ଆପଣ ନିଜର ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଏବଂ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବାକୁ ଚାହୁଁଛନ୍ତି, ତେବେ କେତେକ ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡିବ।

Adhyayan Suman react about his ex-girlfriend kangana ranaut
କଙ୍ଗନା ରାଣାୱତଙ୍କ ପୂର୍ବତନ ପ୍ରେମିକଙ୍କ କ୍ଷୋଭ; କହିଲେ ଯାହା ହୋଇଛି ଭଲ ହୋଇଛି

ନିକଟରେ ଅଧ୍ୟୟନ ସୁମନ କଙ୍ଗନାଙ୍କ ସହ ତାଙ୍କର ଅତୀତ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। କଙ୍ଗନାଙ୍କ ନାଁ ନ ନେଇ ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଥିଲେ, କିନ୍ତୁ କହିଥିଲେ ଯେ ସେ ବର୍ତ୍ତମାନ ନିଜର ଅତୀତକୁ ଭୁଲି ଯାଇଛନ୍ତି, ତେଣୁ ସେ ଏ ବିଷୟରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

death after refusing to elope
ଅବୈଧ ପ୍ରେମର କରୁଣ ପରିଣତି; ମାଲିକର ସ୍ତ୍ରୀକୁ ହତ୍ୟା କଲା ଯୁବକ... 

ଅବୈଧ ପ୍ରେମର କରୁଣ ପରିଣତି । ପ୍ରେମିକା ରାଜିନହେବାରୁ ଜୀବନ ନେଇଗଲା ପ୍ରେମିକ। ବିଚ ବଜାରରେ ଛୁରାମାଡ଼ କଲା କିଲର୍ ଲଭର୍  ।

There are 7 type of love what does psychological theory consider as perfect love
Relationship: ସାତ ପ୍ରକାରରେ ହୋଇଥାଏ ପ୍ରେମ; ଜାଣନ୍ତୁ କେଉଁ ପ୍ରେମ ପର୍‌ଫେକ୍ଟ୍

କୁହାଯାଏ ପ୍ରେମ କେବଳ ଥରେ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି କେବଳ ଗୋଟିଏ ନୁହେଁ ସାତୋଟି ଉପାୟରେ ପ୍ରେମରେ ପଡିପାରେ? ତେବେ ପ୍ରେମର ଏହିସବୁ ଉପାୟଗୁଡିକ କ’ଣ ଆଉ କେଉଁ ପ୍ରକାର ପ୍ରେମ ଠିକ୍ ଆସନ୍ତୁ ସେ ବିଷୟରେ ଜାଣିବା।

Boy goes missing in Nilagiri
କହିଥିଲା.. ବୋଉଲୋ ଖୋଜିବୁନି, ରାତି ୧୦ରେ ଆସିବି..

ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା..

aamir khan Fatima sana sheikh dating rumours take over internet
ଚର୍ଚ୍ଚାରେ ଅମୀର୍ ଖାନ୍; ଫାତିମାଙ୍କ ସହ ଚାଲିଛି କି ପ୍ରେମ...

ଅମୀର ଖାନ ଖୁବ୍ ଶୀଘ୍ର ଏକ ଫିଲ୍ମରେ କାମ କରିପାରନ୍ତି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କୁ ଫାତିମା ସନା ଶେଖଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଅମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ପରିସର ପାଲଟିଛି।

Wife find husband affair says best thing that ever happened to me
Viral: ପର ସ୍ତ୍ରୀ ସହ ସ୍ୱାମୀଙ୍କ ସଂପର୍କକୁ ନେଇ ଖୁସି ହେଲେ ପତ୍ନୀ

ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।

Youth attempts to kill minor gir
ଛି ଛି ! ଏମିତି ପ୍ରେମିକକୁ ଶତଧିକ୍

ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ ହେଲା।

Wife flew away from husband
ପରପୁରୁଷକୁ ଧରି ଫେରାର୍ ହେଲେ ସ୍ତ୍ରୀ; ସ୍ୱାମୀ କଲେ ଶୁଦ୍ଧିକ୍ରୀୟା

ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁ‍ଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା।

Love Affair
ଝିଅକୁ ଇମୋସ୍‌ନାଲ କରି ନିଜ ପ୍ରେମିକ ସହ ବାହା କରାଇଦେଲା ମାଆ

ମା’ର ସ୍ୱାର୍ଥର ନିଆଁରେ ଜଳିଗଲା ଝିଅ । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ପିଶାଚୀ ମା’ । ତା’ର ଅବୈଧ ପ୍ରେମରେ ନାବାଳିକା ଝିଅର ସ୍ୱପ୍ନ ଛାରଖାର ହୋଇଯାଇଛି । ଏମିତି ଜଘନ୍ୟ କାଣ୍ତ ମହାରାଷ୍ଟ୍ରର ପୁନେ ସହରରେ ଦେଖିବାକୁ ମିଳିଛି ।

Love
ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

one side love affair
ଏକ ତରଫା ପ୍ରେମ ନେଲା ପ୍ରାଣ

ରାଉରକେଲା: ଏକ ତରଫା ପ୍ରେମ ଯୋଗୁଁ ଯୁବକଙ୍କୁ ବୀଭତ୍ସ ହତ୍ୟା। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦୀଶପୁର ଗାଁରେ ଅର୍ବିସ ଏକ୍କା ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ଧରି ଅର୍ବିସ୍  ଜଗଦୀଶପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ପୂର୍ବରୁ ଅର୍ବିସଙ୍କୁ ମାଡ଼ ମଧ୍ୟ ମାରିଥିଲୋ ତେବେ ଗତକାଲି […]