• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Koraput

Train Derailed
ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ଟି ବଗି

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।

Governor Professor Ganeshi Lal Travels In Train
କୋରାପୁଟ ଗସ୍ତରେ ରାଜ୍ୟପାଳ, ଟ୍ରେନ୍‌ରେ କଲେ ଯାତ୍ରା

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। 

Bridge
ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ବ୍ରିଜ୍, ସ୍କୁଲରୁ ଫେରିପାରୁ ନାହାନ୍ତି ଛାତ୍ରଛାତ୍ରୀ

ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ଗାଡି ଚଳାଚଳ ଠପ୍ । ପାହାଡି ନଦୀରେ ବନ୍ୟାପାଣି ଆସିବାରୁ ଧୋଇଗଲା ଅସ୍ଥାୟୀ ବ୍ରିଜ୍ ।

Doctor
ମେଡିକାଲରେ ଡାକ୍ତର କରୁଛନ୍ତି ନର୍ସଙ୍କ କାମ ! ହେଲେ କାହିଁକି.. ?

ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।

Man Found Hanging In Tree In Koraput
ତେନ୍ତୁଳି ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ, ନାକେଦମ୍ ହେଲା ପୋଲିସ୍‌

ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ। 

No Infra For Players As Sports Complex Lies Incomplete For Years
ଖେଳାଳି ଅଛନ୍ତି, ହେଲେ ଭିତ୍ତିଭୂମି ନାହିଁ: ଦୀର୍ଘ ବର୍ଷ ହେଲା ସରିପାରୁନି ସ୍ପୋର୍ଟସ କମ୍ପ୍ଲେକ୍ସ

ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।

SuryaMahal
ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ

ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।

Cave Collapsed
ବର୍ଷା ହେଲା ବୋଲି ଗୁମ୍ଫାରେ ନେଇଥିଲେ ଆଶ୍ରୟ, ହେଲେ ସେଠାରେ ହିଁ ଚାଲିଗଲା ଜୀବନ

ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।

Kaju farmer
ଏତେ ମାତ୍ରାରେ କାଜୁ ଚାଷ ହେଉଛି ଯେ, ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ଚାଷୀ

କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।

Deomali
ଆଶ୍ଚର୍ଯ୍ୟ ! ଦେଓମାଳି ବି କ’ଣ ଆମର ନୁହେଁ ? ସରକାରୀ ଖାତା ଖତିଆନ୍‌ରେ ନାହିଁ ରେକର୍ଡ..

ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।

Koraput’s Upper Kolab Dam Eco Park lies in utter neglect
ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ସାଇନ୍‌ସ୍‌ ପାର୍କ

ସତ୍ତା ହରାଉଛି କୋରାପୁଟର ଅପର କୋଲାବ ଇକୋ ଟୁରିଜମ ପାର୍କ...

Murder Accused Absconding From Police Station In Koraput
ବାନ୍ତି କରିବା ବାହାନାରେ ଥାନାରୁ ଚମ୍ପଟ ମାରିଲା ହତ୍ୟାକାରୀ

ବାନ୍ତି କରିବା ଆଳରେ କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା। 

MDM scam: Koraput BJP alleges Congress MLA Tara Bahinipati’s involvement
ଏମ୍‌ଡିଏମ୍ ଚାଉଳ ଦୁର୍ନୀତି ପ୍ରସଙ୍ଗ: ବିଜେପି-କଂଗ୍ରେସ ମୁହାଁମୁହିଁ

ଚାଉଳ ଦୁର୍ନୀତି ପ୍ରସଙ୍ଗ ନେଇ ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ...

Mid Day Meal
ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।

Assembly On Kotia
କି ଅଜବ ଉତ୍ତର ! କୋଟିଆରେ ଯୋଜନା ବାଣ୍ଟୁଛି ଆନ୍ଧ୍ର ହେଲେ ଜାଣିନାହାନ୍ତି ସରକାର ?

ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Fake Note
ଜାଲ୍ ନୋଟ୍‌ ହବ୍ ପାଲଟୁଛି କି ଓଡ଼ିଶା ? ୧୦ ବର୍ଷରେ ୧୦ କୋଟିର ନକଲି ନୋଟ୍ ଜବତ

ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।

Japanese Technology
କୋରାପୁଟ ବନବିଭାଗର ନିଆରା ପ୍ରୟାସ, ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।

Break dance swing ride claims life of 13-year-old girl in Koraput
କାଳ ହେଲା ବ୍ରେକ୍ ଡ୍ୟାନ୍ସ; ଅଚେତ ହୋଇ ନାବାଳିକା ମୃତ

ମହଙ୍ଗା ପଡିଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ଖେଳିବା ସମୟରେ ହଠାତ୍ ଅଚେତ୍‌ ହୋଇ ୧୩ ବର୍ଷର ଝିଅ ମୃତ୍ୟୁ...

Haladhar Naga
ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।

Health Service In Koraput
ଶବକୁ ଅସମ୍ମାନ ! ଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ବୋହିଲେ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।

People
ରାସ୍ତାକଡ଼ ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ସହାୟତା

ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

Jeypore Police Station In Charge Allegedly Threatens To Poor People
ଗରିବ, ଖଟିଖିଆଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି

ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

Water Electricity
ଡ୍ୟାମ୍‌ରେ ପାଣି ନାହିଁ, ବିଦ୍ୟୁତ ଉତ୍ପାଦନ ଠପ୍‌ ! ମୌସୁମୀ ବର୍ଷା ସାହା ଭରସା

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।

Mandia Cha: Best street joint in Odisha's Jeypore For Chai Lovers
ଆଃ କି ଟେଷ୍ଟ୍‌ ! ବଢ଼ୁଛି ମାଣ୍ଡିଆ ଚା’ର ଡିମାଣ୍ଡ୍‌

କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି।