ସିଆଚେନ୍ ଗ୍ଲାସିଅରରେ ସେବା ପ୍ରଦାନ କରୁଥିବା ପ୍ରଥମ ଟେଲିକମ୍ ଅପରେଟର ହୋଇଛି JIO। ସେନା ସହାୟତାରେ ବରଫ ପାହାଡ଼ ଉପରେ ଲାଗିଲା ଟାୱାର। ଏହା ଅସାଧ୍ୟ ବୋଲି ପ୍ରଥମେ କୁହାଯାଉଥିଲେ ବି ସେନାବାହିନୀ ପକ୍ଷରୁ ଏହି ବରଫ ପାହାଡକୁ ସରଞ୍ଜାମ ଏୟାରଲିଫ୍ଟ ହୋଇଥିଲା। ସୁରକ୍ଷା ବଳୟରେ କାମ କରିଥିଲେ ରିଲାଏନ୍ସ ଜିଓ କର୍ମଚାରୀ।
ଗତ ବର୍ଷ ଅକଟୋବରରେ 5Gର ଉଦଘାଟନ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ମଧ୍ୟରେ ଦେଶରେ ୫ଲକ୍ଷ 5G ବେସ୍ ଷ୍ଟେସନ ନିର୍ମାଣ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ ।
ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ।
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।
ଶୁଭାରମ୍ଭ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, 4G ତୁଳନାରେ ୧୦ ଗୁଣା ଅଧିକ ହେବ ଇଣ୍ଟରନେଟ ସ୍ପିଡ୍
ମାସେ ଭିତରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ ବୋଲି ଭୁବନେଶ୍ୱର ରେଲ୍ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ପ୍ରଗତି ମୈଦାନରେ 5G କ୍ରାନ୍ତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ଷ୍ଟିୟରିଂ ଧରି ମୋଦି ଚଳାଇଲେ ସ୍ୱିଡେନ୍ କାର୍
ଦିଲ୍ଲୀରେ ବସି ୟୁରୋପ୍ରେ କାର୍ ଚଳାଇବା କିପରି ସମ୍ଭବ ହେଲା ?
5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।
ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।
ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।
ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା ।
ମହଙ୍ଗା ହେବ ରିଚାର୍ଜ ପ୍ଲାନ୍ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....
5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ 5-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି ।
ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ।
ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G