୩୫ ବର୍ଷରୁ କମ୍ ବୟସର ପର୍ଯ୍ୟଟକମାନେ ଅନ୍ତର୍ଜାତୀୟ ବା ବିଦେଶ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଟାୟର-୨ ଓ ଟାୟର-୩ ସହରରୁ ପର୍ଯ୍ୟଟକଙ୍କ ବୃଦ୍ଧି ଘଟୁଛି ।
ଦୁନିଆର ସୁବୁଠୁ ଛୋଟ ଦେଶ ବିଷୟରେ ଆପଣ ଜାଣନ୍ତି କି ? ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଦେଶରେ ମାତ୍ର ୩୩ ଜଣ ଲୋକ ରହନ୍ତି । ଆଉ ଯଦି କେହି ପର୍ଯ୍ୟଟକ ସେଠାକୁ ଯାଆନ୍ତି ତେବେ ସେମାନଙ୍କୁ ମାତ୍ର ୨ ଘଣ୍ଟା ପାଇଁ ଅନୁମତି ଦିଆଯାଏ । କେଉଁଠି ଅବସ୍ଥିତ ଏହି ଦେଶ, ଆସନ୍ତୁ ଜାଣିବା ।
ତୁର୍କୀ-ଅଜରବୈଜାନ ପାକିସ୍ତାକୁ ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଏବେ ଭାରତୀୟ ଏହି ଦୁଇ ଦେଶକୁ ବଏକଟ କରିବା ପାଇଁ ମନ ବଳାଇଲେଣି । ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଦୁଇ ଦେଶକୁ ନଯିବାକୁ ଭାରତୀୟଙ୍କୁ ଅପିଲ କରିଛନ୍ତି ।
କାଶ୍ମୀର ଆଖିରେ ଲୁହ । ପହଲଗାମ ହମଲା ପରେ ସବୁ କିଛି ଯେମିତି ବଦଳି ଯାଇଛି । ନିରବୀ ଯାଇଛି... ଶ୍ରୀହୀନ ହେଲା ଭଳି ଲାଗୁଛି ଉପତ୍ୟକା । ସାଂଘାତିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ ।
ଶାନ୍ତ ପଡ଼ିଯାଇଛି ଉପତ୍ୟକା । କୁଳକୁଳୁ ଶବ୍ଦ କରି ନଦୀ ବହୁଛି ସତ, ହେଲେ ସବୁକିଛି ଲାଗୁଛି ନିରବ,ନିରବ । ପାହାଡ଼ର ଶୁଭ୍ରତା ଦେଖିଲେ ମନେ ହେଉଛି, ଆତଙ୍କୀ ହିଂସାରେ ସୁନ୍ଦରୀ କଶ୍ମୀର ମଥାରୁ ଲିଭିଯାଇଛି ସିନ୍ଦୂର । ଗହଳ ଚହଳରେ ଦିନେ ଯେଉଁ ପହଲଗାମ୍ ପୁରି ଉଠୁଥିଲା, ଆଜି ସେଇଠି ଅସମ୍ଭବ ନିରବତାର ରାଜୁତି । ଯାହା କିଛି ହାତଗଣତି ପର୍ଯ୍ୟଟକ ଆସୁଛନ୍ତି। ନଚେତ୍ ସବୁକିଛି ଶୂନଶାନ୍ ।
କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ଲାଗି ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ପଠାଇଛି ବିଭାଗ । ଜେଟି ନିର୍ମାଣ ସରିବା ପରେ ଆରମ୍ଭ ହେବ କ୍ରୁଜ ସେବା ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅର୍ଥକୁ ଗତ ବିଜେଡି ସରକାର ଜଣେ ବ୍ୟକ୍ତିଙ୍କ ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲା । କେତେକ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଶାଗମାଛ ଦରରେ ଦେଇ ଦେଇଛନ୍ତି । ଏପରିକି ୯୦ ବର୍ଷ ପର୍ଯ୍ୟନ୍ତ ବି ଦିଆଯାଇଛି । ଏହି କଥା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା ପଡିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୂରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ମଧ୍ୟ ସାହାଯ୍ୟ କରିନଥିଲେ । କେବଳ ଏୟାର ଆସ୍ଥାନାର ନମ୍ବର ଦେବାପରେ ନିଜ ଉପରୁ ଦାୟିତ୍ୱ ହଟାଇ ନେଇଥିଲେ । ଆହତଙ୍କ ସାଥୀରେ ଯିବାପାଇଁ ମଧ୍ୟ କେହି ବାହାରିନଥିଲେ । ଜଣେ ମଣିଷ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଚୁପ ବସିଯାଇଥିଲେ ଅଧିକାରୀ । ଅନ୍ୟପଟେ ଭାଷା ପ୍ରତିବନ୍ଧକ ସମସ୍ୟାକୁ ଆହୁରି ଜଟିଳ କରିଦେଇଥିଲା ।
ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।
ଜାଣନ୍ତୁ ବିପର୍ଯ୍ୟୟ ପର୍ଯ୍ୟଟନ କ’ଣ? ବିପଜ୍ଜନକ ସମୟରେ କାହିଁକି ବା କେହି ବୁଲିବାକୁ ଚାହାଁନ୍ତି? ଲୋକମାନେ ବିପର୍ଯ୍ୟୟର ନିକଟତର ହେବାକୁ କାହିଁକି ଆସନ୍ତି? ଏବଂ ଏମିତି ବୁଲିବା ପୂର୍ବରୁ ସେମାନେ କ’ଣ ସବୁ ଚିନ୍ତା କରିବା ଉଚିତ୍?
ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗେ? ରାଜ୍ୟର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖ ଦେଓମାଳିଠୁ ଆରମ୍ଭ କରି ବାଲେଶ୍ବରର ସମୁଦ୍ରକୂଳ ସମେତ ଯେମତି ପାଲଟି ଯାଇଛି ଅଣଦେଖା ଅଞ୍ଚଳ। ପ୍ରକୃତିର କୋଳରେ ଥିବା ଏହି ସବୁ ଅଞ୍ଚଳ ଏବେ ଅବହେଳାର ଶୀକାର ହେଉଛି।
ପ୍ରକୃତିପ୍ରେମୀଙ୍କୁ ଦେଉଛି ଅନନ୍ୟ ଅନୁଭୂତି । ମିଳୁଛି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ସୁବିଧା ସୁଯୋଗ ।
କୋରାପୁଟରେ ବର୍ଷା ହେଉଛି ବିଦ୍ୟୁତ ନୟନା । ସବୁ ବ୍ୟଥା, କ୍ଲେଶ ଦୂରକରି ସେ ପ୍ରକୃତି ଓ ପାହାଡ କୋଳରେ, କଣ୍ଠରେ ଆଣିଦିଏ ମୁଖରତା ।
‘ଏକ୍ସ’ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫାରୀରେ ବୁଲି କଳା ବାଘଙ୍କୁ ଦେଖିପାରବେ ପର୍ଯ୍ୟଟକ ।
ଚାଲିଛି ପର୍ଯ୍ୟଟନ ଋତୁ । ହେଲେ ବୁଲାବୁଲି ମଜାମସ୍ତି ନାଁରେ ଭୁଲିଯାଉଛନ୍ତି ନିଜ ସୀମା ସରହଦ । ଆଉ ଉତ୍ସାହିତ ହୋଇ ବିପଦ ମୁହଁକୁ ଟାଣି ହେଇଯାଉଛନ୍ତି ପର୍ଯ୍ୟଟକ ।
ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।
ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।
ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।
ବାଣେଶ୍ୱରନାସୀରେ ଏକ ସଂଗ୍ରହାଳୟ ହେବା ପାଇଁ ଶୁଭ ଦିଆଯିବା ପରେ କାମ ବି ଆରମ୍ଭ ହୋଇଥିଲା.. କିନ୍ତୁ ଖାଲି ଗାତ ଖୋଳିଦେଇ କଣ୍ଟ୍ରାକ୍ଟର ଛୁ.. ଏ ଯାଏ ଇଟା ଖଣ୍ଡେ ପଡି ନଥିଲାବେଳେ 1 କୋଟି 2 ଲକ୍ଷ 58 ହଜାର328 ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି..
ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।
ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି
ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।
ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି ? ବୋଧହୁଏ ଶୁଣି ନ ଥିବେ। ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି ଯିବେ ? ଏଠି ଏମିତି କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ ଏମିତି ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।