ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ ।
୧୯୩୬ ମସିହାରେ ଦୁହେଁ ଦୁହିଁକୁ ଭେଟିଥିଲେ । ବ୍ରାଜିଲର ୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋଙ୍କୁ ସେତେବେଳେ ବିବାହ ପାଇଁ ପ୍ରପୋଜ କରିଥିଲେ ।
ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ବିଶୃଙ୍ଖଳିତ ହୋଇଯାଏ ଦାଂପତ୍ୟ ଜୀବନ। ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜିଦେଉଥିବା ବାପା, ମା’ ବି ବେଳେବେଳେ ନିଜ ଇଚ୍ଛାକୁ ଲଦି ଦିଅନ୍ତି ପିଲାଙ୍କ ଉପରେ । ଏଠି କିନ୍ତୁ ସାହସ ଦେଖାଇ, ନବବଧୂ ଫେରିଯାଇଛି ପ୍ରେମିକ ପାଖକୁ, ତା’ପୁଣି ଚତୁର୍ଥୀରେ।
ବ୍ରାଜିଲରେ ଏହି ଦମ୍ପତି ପ୍ରେମ ବିବାହ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ବି ନିଆରା। ୧୯୩୬ ମସିହାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ମନ ଦିଆନିଆ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରେମରେ ପଡ଼ିଯାଇଥିଲେ।
ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।
ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ
୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।
ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।
ଜଣେ ପାକିସ୍ତାନୀ ଯୁବତୀ ଅନ୍ଲାଇନ୍ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।
ପ୍ରେମର ନିଶା ଅଲଗା। ଏ ନିଶା ମଣିଷକୁ ପାଗଳ କରିଦିଏ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ପାଇଁ କେତେବେଳେ ଆପଣାର ମଣିଷମାନେ ପର ଲାଗନ୍ତି ପୁଣି କେତେବେଳେ ନିହାତି ପର ମଣିଷ ଆପଣାର ଲାଗନ୍ତି।
ଏମିତି ବି ହୁଏ ପ୍ରେମ । ଚାକର(servant)କୁ ହୃଦୟ ଦେଇ ବିବାହ କଲେ ୨୦ ବର୍ଷୀୟ ଯୁବତୀ ।
ଏମିତି ପ୍ରେମକାହାଣୀ କେବେ ଶୁଣିନଥିବେ, ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ବିବାହ କରାଇଛନ୍ତି ।
ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ
କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍ରୁ ମୁକୁଳାଇବା ପାଇଁ କେସ୍ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ।
ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି ।
ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି
ବର ୨୪ କୁ କନ୍ୟା ୬୧ । ପ୍ରେମ ସମ୍ପର୍କର ଗୋଟିଏ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହେଲେ । ଉଭୟଙ୍କ ମଧ୍ୟରେ ୩୭ ବର୍ଷର ବୟସ ବ୍ୟବଧାନ ରହିଛି ଚେରିଲ ଓ କୁରାନଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର ୩ ଉଭୟରେ ଲାଇଭ୍ ଷ୍ଟ୍ରିମ୍ କରି ଉଭେୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି
ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ।