୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ ।
ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ।
ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି ।
ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।
କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।
ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।
ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।
ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।
ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।
ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ ।
ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।
ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।
ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ ? ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ବିଧାନସଭାର ଷ୍ଟାଣ୍ଡିଂ କମିଟି ।
୨ ହଜାର ୪୦୪କୁ ଛାଡ଼ି ବାକି ପିପିସିର ନିଜସ୍ୱ ଜାଗା ନାହିଁ । କିଏ RMC ମାର୍କେଟ୍ ୟାର୍ଡ ବ୍ୟବହାର କରୁଛନ୍ତି, ତ ଆଉ କିଏ ସରକାରୀ ଓ ଘରୋଇ ଜାଗା ।
ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…
ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…