• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ashwini Vaishnaw

Special Train For Ratha Jatra
ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Train Tragedy
ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

Chenab Bridge
ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍

ଚେନାବ ବ୍ରିଜ ପ୍ୟାରିସର ଇଫେଲ ଟାୱାରଠାରୁ ଉଚ୍ଚ ଅଟେ । ଇଫେଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଏହି ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି ।

Vande Bharat Sleeper Train
ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ ।

Ashwini Vaishnaw
ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।

Chakshu Portal
ଅନଲାଇନ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ 'ଚକ୍ଷୁ'

ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Ashwini Vaishnaw
ବୁଝାପଡୁନି ବିଜେଡିର ‘B’ ପଲିଟିକ୍ସ; ଅଶ୍ୱିନୀଙ୍କୁ ଦେଲା ସମର୍ଥନ, ନାମାଙ୍କନ ବେଳେ ଆସିଲେନି

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। 

Ashwini Vaishnaw
ସମର୍ଥନ ଦେଲା, ନାମାଙ୍କନ ବେଳେ ଅନୁପସ୍ଥିତ ରହିଲା; ବୁଝାପଡୁନି ‘B’ ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା

Ayodhya Train
ପୁରୀରୁ ଅଯୋଧ୍ୟା ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ କିମ୍ବା ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Ashwini Vaishnaw
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।

Ashwini Vaishnaw
‘ଅଶ୍ୱିନୀ ରେଳ ମନ୍ତ୍ରୀ ହେବା ପରେ, ଓଡ଼ିଶାକୁ ମିଳିଛି ଅନେକ ଫାଇଦା’

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

Odisha Politics
କାହିଁକି ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ?

ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?

Ashwini Vaishnaw
ହଟିଲା ସସପେନ୍ସ, ରିପିଟ୍ ହେଲେ ଅଶ୍ୱିନୀ

ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।

ashwini vaishnaw
ପୁଣି ରିପିଟ୍‌ ହେଲା ୨୦୧୯ ଫର୍ମୁଲା; ରାଜ୍ୟସଭା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ କଲା BJD

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିବା BJD ବିଧିବଦ୍ଧ ଭାବେ ଘୋଷଣା କରିଛି । ସମର୍ଥନକୁ ନେଇ BJD ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି ।

Ashwini vaishnaw
ବିଜେପି କଲା ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ପୁଣି ରିପିଟ୍‌ ହେଲେ ଅଶ୍ୱିନୀ

ହଠାତ୍‌ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି ।

Balasore Railway Station
ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ।

Ashwini Vaishnaw
ହସ୍ପିଟାଲ ପରିଦର୍ଶନ କଲେ ରେଳମନ୍ତ୍ରୀ; ଡାକ୍ତର ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି

ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।

Ashwini Vaishnaw
ରାଜ୍ୟ ନୁହେଁ, କେନ୍ଦ୍ର ଦେଉଛି ମାଗଣା ଚାଉଳ: ଅଶ୍ୱିନୀ ବୈଷ୍ଣବ

ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର ।

Ashwini Vaishnaw
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କଟକ ଲୋକସଭା ଆସନରୁ ଲଢ଼ିବେ କି ନିର୍ବାଚନ ?

ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ। ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ।

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ, ଦଶପଲ୍ଲା ବି ଦେଖିଲା ଟ୍ରେନ୍

ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ।

Andhra Pradesh Train accident
ଟ୍ରେନ୍‌ ଦୁର୍ଘଟଣା; ମୃତାହତଙ୍କ ପରିବାର ପାଇଁ ସହାୟତାରାଶି ଘୋଷଣା

ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍‌ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।

Andhra Pradesh Train accident
ଦୁର୍ଘଟଣାସ୍ଥଳରୁ ସରିଛି ସମସ୍ତଙ୍କୁ ଉଦ୍ଧାର; ରେଳମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Iphone 15
ଭାରତ ଏବେ ୭୦ ଦେଶକୁ ଟେଲିକମ୍ ଯନ୍ତ୍ରାଂଶ ରପ୍ତାନୀ କରୁଛି

ଗତ ବର୍ଷ ଅକଟୋବରରେ 5Gର ଉଦଘାଟନ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ମଧ୍ୟରେ ଦେଶରେ ୫ଲକ୍ଷ 5G ବେସ୍ ଷ୍ଟେସନ ନିର୍ମାଣ ହୋଇଛି ।

Vande Bharat
ଝଟକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ନୂଆ ରୂପକୁ ପସନ୍ଦ କରୁଛନ୍ତି ଦର୍ଶକ

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।