• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Job Market In India

ବିପଦରେ ମଧ୍ୟବୟସ୍କଙ୍କ ଚାକିରି
Job Uncertainty for Middle-aged Workers: ୪୦ ବର୍ଷ ବୟସ ପରେ ଚାକିରି ଚାଲିଯିବା ଭୟ ଅଧିକ, କାହିଁକି ଏପରି ହୁଏ ?

କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ବୟସ ବର୍ଗର ଲୋକଙ୍କ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଅଧା ବୟସରେ ଚାକିରି ହରାଇବା ଆର୍ଥିକ ଏବଂ ଭାବପ୍ରବଣ ଉଭୟ ସ୍ତରରେ ଏକ ବିରାଟ ଅସ୍ଥିରତା ସୃଷ୍ଟି କରିଥାଏ । ସେମାନଙ୍କର ପିଲାମାନେ କଲେଜ ଯାଉଥାଆନ୍ତି, କେତେ କ’ଣ ଋଣ କରଜ ସହ ଚାକିରିର ଚାପ.. ଏ ସ୍ଥିତିରେ ହଠାତ୍ ଚାକିରି ହରାଇବା ବହୁତ ଚିନ୍ତାଜନକ।