• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lawyers

Non-Cadre Law Officers
ଲ’ ଅଫିସରମାନଙ୍କ ବଢ଼ିଲା ୫୦ ପ୍ରତିଶତ ଫି’

ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।

Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା ।

State government responsible for what happened in Sambalpur : BJP
ମହରଗକୁ ଯାଇ କାନ୍ତାରରେ ପଡ଼ିଲେ ମହକିଲ: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।

State government responsible for what happened in Sambalpur : BJP
ସମ୍ବଲପୁର କୋର୍ଟରେ ଜାରି ରହିଛି ଅଚଳାବସ୍ଥା: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି। 

Suresh Pujari
ନବୀନଙ୍କୁ ଟାର୍ଗେଟ କଲେ ସୁରେଶ; କହିଲେ, ସମ୍ବଲପୁର ସ୍ଥିତି ପାଇଁ ସରକାର ଦାୟୀ

ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

Sambalpur Lawyers' Agitation: 8 More Advocates Arrested
ମହଙ୍ଗା ପଡ଼ିଲା କୋର୍ଟରେ ଭଙ୍ଗାରୁଜା ଓ ଗଣ୍ଡଗୋଳ, ଗିରଫ ହେଲେ ଆଉ ୮ ଓକିଲ

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହିଂସା ମାମଲା ଘଟଣାରେ ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ ଜଣ ଓକିଲ ଗିରଫ ହୋଇଛନ୍ତି।

High Court Bench vs Supreme Court
ଓଡ଼ିଶାରେ ହୋଇପାରିବନି ହାଇକୋର୍ଟର ସ୍ଥାୟୀ ବେଞ୍ଚ

ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Supreme Court Big Decision On Establishment Of Orissa High Court Bench
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି- ଆଉ ହେବନି ହାଇକୋର୍ଟ ବେଞ୍ଚ୍‌

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।

Advocate Protest
ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।

Protest
ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ। 

Bar Council
ବଡ଼ ପଦକ୍ଷେପ ! ଓକିଲଙ୍କ ଲାଇସେନ୍ସ ବାତିଲ, ଦେଢ଼ ବର୍ଷ ଯାଏ କରିପାରିବେନି ଓକିଲାତି

ଆଜି ଠାରୁ ତତ୍‌କାଳ ସସ୍‌ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି ।

Sambalpur Kacheri Chhak turns battlefield
ପୁଣି କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ..ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ସତ୍ୟାଗ୍ରହ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

Sambalpur Kacheri Chhak turns battlefield
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ।

Supreme court
ଓକିଲ ଆନ୍ଦୋଳନ ନେଇ ଡିଜିପିଙ୍କୁ ସୁପ୍ରିମ ଭର୍ତ୍ସନା : ‘ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ’

ରାଗି ଗଲେ ଦେଶର ସର୍ବୋଚ୍ଚ ଅଦାଲତ, ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ କହିଲେ କୋର୍ଟ

Lawyers & Police
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ ।

Lawyers & Police
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ ।

Lawyers
ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ ।