ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।
ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।
IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ । ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ।
IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ?
ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି ।
କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍ପି । ବି. ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସ୍ପି ।
ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସି ଡିଆଇଜି ଭାବେ ନିଯୁକ୍ତି କରାଯାଇଛି ।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
IPS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।
ସୁଧାଂଶୁ ଷଢ଼ଙ୍ଗୀଙ୍କୁ କିଛି ଦିନ ପୂର୍ବେ, ପୋଲିସ କମିଶନର ପଦବୀରୁ ବଦଳୀ କରାଯାଇ ପୋଲିସ ଗୃହ ନିର୍ମାଣର ସିଏମ୍ଡି କରାଯାଇଥିଲା । ଏହାପରେ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ତାଙ୍କର ପୁଣି ରେଳବାଇ ପୋଲିସକୁ ବଦଳୀ ହୋଇଛି ।
ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ…