ଓଡ଼ିଶା ଟିମ୍ ଓ ସାଲୁର ପୋଲିସ ସିଆଇଙ୍କ ମଧ୍ୟରେ କଥା କଟାକଟି
ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିିଛି ।
ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି ।
ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।
ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ହୀରାଖଣ୍ଡ ଟ୍ରେନ୍ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍।
ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ଗାଡି ଚଳାଚଳ ଠପ୍ । ପାହାଡି ନଦୀରେ ବନ୍ୟାପାଣି ଆସିବାରୁ ଧୋଇଗଲା ଅସ୍ଥାୟୀ ବ୍ରିଜ୍ ।
ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।
ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।
ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।
ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।
କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।
ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।
ବାନ୍ତି କରିବା ଆଳରେ କନଷ୍ଟେବଲ୍କୁ ଚକ୍ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା।
ଚାଉଳ ଦୁର୍ନୀତି ପ୍ରସଙ୍ଗ ନେଇ ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ...
ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।
ଜାପାନୀଜ୍ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।
ମହଙ୍ଗା ପଡିଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ଖେଳିବା ସମୟରେ ହଠାତ୍ ଅଚେତ୍ ହୋଇ ୧୩ ବର୍ଷର ଝିଅ ମୃତ୍ୟୁ...
ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।