• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Koraput

Traders in Berhampur complaint over non acceptance of 10 Rupee
କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।

Satellite survey disappoints real farmers while trying to catch fake cultivators
ଚାଷୀଙ୍କୁ ହତାଶ କଲା ସାଟେଲାଇଟ୍ ସର୍ଭେ !

ଚାଷୀଙ୍କ ଧାନ ସଂଗ୍ରହ ପରିମାଣ କମିବାରୁ ତେଜୁଛି ଅସନ୍ତୋଷ।

No concrete road, people risk their lives on railway overbridge during travel
ବାଜିରେ ଲାଗିଛି ଜୀବନ: ଗୋଟିଏ ପଟେ ରେଳ ଲାଇନ୍‌, ଅନ୍ୟପଟେ ପାଦଚଲା ରାସ୍ତା...ତଳେ ଅକାତ କାତ ପାଣି

ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ।

Farmers
ବାଦ ପଡିଲେ ଅସଲ ଚାଷୀ, ବିକ୍ରି ହୋଇପାରୁନି ଧାନ

ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

5g
ରାଜ୍ୟରେ ଫାଇଭ୍‌-ଜି ସେବାର ଦର କେତେ ରହିବ ? ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ

ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।

Andhra Attempt To Encroache Odisha Land
ଆନ୍ଧ୍ର କବ୍‌ଜାରେ ଓଡ଼ିଶା ଜମି ! ପାମୋଲିନ୍ ଚାଷ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାର ସରକାରୀ ଜମିକୁ କବ୍‌ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ। 

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

IDCOL DM In Vigilance Net
ଇଡ୍‌କଲ୍‌ DMଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; କୋଟି କୋଟି ଟଙ୍କାର ପ୍ଲଟ୍‌, ବିଲ୍ଡିଂ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି।

 tribal young archers
ଉପାନ୍ତରୁ ଅଲିମ୍ପିକ ସ୍ୱପ୍ନ : ତୀରନ୍ଦାଜ ପ୍ରଶିକ୍ଷଣ ନେଉଛନ୍ତି ୬୦ରୁ ୭୦ ଆଦିବାସୀ ଯୁବକ

ଜିଲ୍ଲା ପ୍ରଶାସନ ଓ ହାଲ୍ ପକ୍ଷରୁ ମିଳିତ ପ୍ରୟାସ,ପୂର୍ବପୁରୁଷଙ୍କ ଆତ୍ମରକ୍ଷା କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ

Fear grips villagers of Borigumma
ବୋରିଗୁମ୍ମାରେ ଶିଶୁ ମଡ଼କ! ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

କୋରାପୁଟର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।

Today Rainfall Likely In Some Districts Of Odisha
ପାଣିପାଗ ବିଭାଗର ପୂର୍ବାନୁମାନ- ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Today Rainfall Likely In 7 Districts Of Odisha
ଆଜି ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Scarcity of doctors
ବଡ଼ ମେଡିକାଲ, ବଡ଼ ବଡ଼ କୋଠା ! ହେଲେ କାମ, ସେବା ଓ ପରିବେଶକୁ ନେଇ ଲୋକେ ନିରାଶ

ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ନିରାଶ, ଚିକିତ୍ସା ପାଇଁ ନାହାଁନ୍ତି ଆବଶ୍ୟକ ଡାକ୍ତର କି ପ୍ରଫେସର

Koraput
ପିଲାଠୁ ବୁଢ଼ା.. ନାଚିଲେ-ଗାଇଲେ, ପାହାଡ଼ ଚଢ଼ିଲେ-ମସ୍ତି କଲେ.. ଲୋକଙ୍କୁ ସଚେତନ ବି କଲେ

ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।

Cyclone Mandous Update
ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

Odisha May Receive Rainfall Around Dec 10-11
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

cold wave
ସାରା ରାଜ୍ୟରେ ଏବେ ଅସହ୍ୟ ଜାଡ଼; କୋରାପୁଟରେ ଅସ୍ତବ୍ୟସ୍ତ ଜୀବନ

କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।

cold wave
ରାତିରେ ଖସୁଛି ପାରଦ ! ଶୀତରେ ଥରୁଛି ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।

Cock Fight
ମାଲିକ ଭୁଲ୍‌ କଲା; ନିରୀହ ଜନ୍ତୁ ଥାନାରେ ବନ୍ଧା ହେଲା

ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ । 

Lawyers & Police
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ ।

Scenic Beauty
‘ଦେଓମାଳୀ’ ନାଁ ଯେମିତି ଜାଗା ବି ସେମିତି, ଆସନ୍ତୁ ବୁଲିଯିବା..

ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।

Heavy Rainfall Alert For 6 Districts Of Odisha
ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ଆଲର୍ଟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।