• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cold Wave

Coldest City
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ । ଏହାକୁ ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଏ।

cold wave
ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଏବେ ସବୁଠି ହାଡ ଭଙ୍ଗା ଶୀତ ଲହରୀର ରାଜୁତି....

ଶ୍ରୀନଗରରୁ ସିମଲା । ଦିଲ୍ଲୀରୁ କୋଲକାତା । ଅହମଦାବାଦରୁ ହାଇଦ୍ରାବାଦ ଏବଂ ମୁମ୍ବାଇରୁ ଚେନ୍ନାଇ । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଏବେ ସବୁଠି ହାଡ ଭଙ୍ଗା ଶୀତ ଲହରୀର ରାଜୁତି....

Coldwave Conditions Very Likely Over Some Districts of Odisha During Next 2 Days
ଆହୁରି ୨ ଦିନ ଥରାଇବ ଶୀତ, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

No respite from biting cold in Odisha, IMD issues yellow warning
ଅସହ୍ୟ ଥଣ୍ଡାରୁ ନାହିଁ ନିସ୍ତାର

ଅସହ୍ୟ ଥଣ୍ଡାରୁ ନାହିଁ ନିସ୍ତାର: ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର, ୨ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା...ଦାରିଙ୍ଗିବାଡ଼ିରେ ତୁଷାରପାତ, ୫ ଜିଲ୍ଲାକୁ କାଲି ପାଇଁ ୟେଲୋ ଓ୍ୱାର୍ଣ୍ଣି ଦେଲା ପାଣିପାଗ ବିଭାଗ, ରାତିରେ ଘରୁ ନବାହାରିବାକୁ ପରାମର୍ଶ

Cold Wave
ପୁଣି ଲେଉଟିଲା ଶୀତ ! ୧୦ଂ ତଳେ ୨୦ ସହର, ୫.୬ଂ ସହ ଝାରସୁଗୁଡା ସବୁଠୁ ଥଣ୍ଡା

ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି ।

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

Cold Wave
ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ, ଦେଖନ୍ତୁ ଭିଡିଓ

କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ ।

Cold wave
ଥଣ୍ଡାରେ ଥରୁଛି ଉତ୍ତର ଭାରତ : ରାଜଧାନୀ ଦିଲ୍ଲୀରେ ହାଡ଼ ଭାଙ୍ଗୁଛି ଜାଡ଼

ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)

cold wave
ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ, ଜନଜୀବନ ଅସ୍ତବ୍ୟସ୍ତ

ମୟୁରଭଂଜରେ ହାଡ଼ଭଙ୍ଗା ଜାଡ଼ । ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତନ ଠାରୁ ସର୍ବାଧିକ ଉଚ୍ଚତାରେ ରହୁଥିବା କାରଣରୁ ଏବେ ସେଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Cold Wave
ଓଃ କି ଥଣ୍ତା..ରାଜ୍ୟରେ ଆହୁରି ଖସିବ ପାରଦ

ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Cold wave
ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

କନ୍ଧମାଳ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ନିସ୍ତାର ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

cold wave
ସାରା ରାଜ୍ୟରେ ଏବେ ଅସହ୍ୟ ଜାଡ଼; କୋରାପୁଟରେ ଅସ୍ତବ୍ୟସ୍ତ ଜୀବନ

କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।

Cold Wave In Odisha
କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।

Cold Wave
ଥରିଲାଣି ଓଡ଼ିଶା ! କନ୍ଧମାଳରେ ୮.୪ ଡିଗ୍ରୀ ତାପମାତ୍ରା

ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।

Winter
ବଢ଼ିବ ଶୀତ; ପାରଦ ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।

Cold Wave
୧୨ରୁ ବଢ଼ିବ ଶୀତ; କୋରାପୁଟ ଓ କନ୍ଧମାଳରେ ସର୍ବାଧିକ ଥଣ୍ତା

ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି । 

Cold Wave
ଆସିଲାଣି ଥଣ୍ଡା, ପଡ଼ିଲାଣି କାକର ! ସିମିଳିଗୁଡ଼ା ଏବେ ସବୁଠୁ ଥଣ୍ଡା ସହର

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।

Weather Update
ରାଜ୍ୟରେ କୋହଲା ପାଗ, ତାତିରୁ ସାମାନ୍ୟ ଆଶ୍ୱସ୍ତି

ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡ଼ବର୍ଷା ସମ୍ଭାବନା ରହିଛି ।

Respite From Cold In Odisha Likely From Today
ଆଜିଠୁ କମିବ ଶୀତ, ୩ରୁ ବର୍ଷା !

ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ଫେବୃଆରୀ ୩ ତାରିଖରୁ ଆଭ୍ୟନ୍ତୀରଣ ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ।

Cold Wave Sweeps Odisha
ଆହୁରି ୨ ଦିନ ଯାଏ ଥରାଇବ ଜାଡ଼, ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଥରାଇବ ଜାଡ଼। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Cold Wave To Increase In Odisha From Tomorrow
କାଲିଠାରୁ ବଢ଼ିବ ଶୀତ

ଆସନ୍ତା କାଲିଠାରୁ ରାଜ୍ୟରେ ବଢ଼ିବ ଶୀତ। କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଜାଣି ନିଅନ୍ତୁ