ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଥିଲା ।
କୁହନ୍ତି ଭଗବାନ ଯାହାର ଅଛନ୍ତି ତା’ର ଅବା ଆଉ କି ଡର । ସେ ସିନା ନିଜେ ହାତ ଧରି ବିପଦରୁ ବାଟ କଢ଼ାଇ ନିଅନ୍ତିନି, ହେଲେ ଦେବଦୂତଟିଏ କାହାକୁ ସଜାଇ ଆମ ନିକଟକୁ ପଠାଇ ଦିଅନ୍ତି । ଏଇ ଯେମିତି ଡ୍ରାଇଭର ସଞ୍ଜୟଙ୍କ ନିକଟରେ ପ୍ରମାଣିତ ହୋଇଛି ।
୨୦୧୮ରେ ଆରମ୍ଭ ହୋଇଥିବା ଏହି ମହତ ଅଭିଯାନ ଆଜି ସୁବ୍ୟବସ୍ଥିତ ଆନ୍ଦୋଳନରେ ପରିଣତ ହୋଇସାରିଛି । ପ୍ରତି ଦିନ ପାଖାପାଖି ୨୦୦ ଲୋକଙ୍କୁ ଭୋଜନ ଉପଲବ୍ଧ କରାଉଛି ରୁଟି ବ୍ୟାଙ୍କ । ଏହି ରୁଟି ବ୍ୟାଙ୍କର କାହାଣୀ ନିସ୍ୱାର୍ଥପରତା ଓ ପରୋପକାର ପରି ଗଭୀର ଭାବନାରୁ ପ୍ରେରିତ ଏକ ପ୍ରୟାସ ।
ନିଜେ ଜଣେ ଦିବ୍ୟାଙ୍ଗ । କିନ୍ତୁ ସେ କେବେ ନିଜକୁ ଅକ୍ଷମ ମନେ କରି ନାହାନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ମନରେ ଭରି ରହିଛି ଅନେକ ଉତ୍କଣ୍ଠା । ଘରକୁ ଘର ବୁଲି ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଦେଖିଥିଲେ ସ୍ୱପ୍ନ ।
କୁହନ୍ତି ଭଗବାନ ଯାହାର ଅଛନ୍ତି ତା’ର ଅବା ଆଉ କି ଡର । ସେ ସିନା ନିଜେ ହାତ ଧରି ବିପଦରୁ ବାଟ କଢ଼ାଇ ନିଅନ୍ତିନି, ହେଲେ କାହାକୁ ଦେବଦୂତଟିଏ ସଜାଇ ଆମ ନିକଟକୁ ପଠାଇ ଦିଅନ୍ତି । ଏଇ ଯେମିତି ଡ୍ରାଇଭର ସଞ୍ଜୟଙ୍କ ନିକଟରେ ପ୍ରମାଣିତ ହୋଇଛି ।
ନିଆରା ଏ ପ୍ରେମ ପକ୍ଷୀ... ନିଆରା ଏମାନଙ୍କ ପ୍ରେମ କାହାଣୀ । ସବୁଠାରୁ ଇଷ୍ଟରେଷ୍ଟିଂ କ’ଣ ଆପଣ ଜାଣନ୍ତି ? ଏମାନଙ୍କ ଜିଇବାର ଜୀବନ ଶୈଳୀ । ଉଭୟଙ୍କ ବୟସ ୧୦୦ ଟପିସାରିଛି । ଆଉ ଏମାନଙ୍କ ୧୩ଜଣ ସନ୍ତାନ ଥିବାବେଳେ ଶତାଧିକ ନାତି ନାତୁଣୀ ମଧ୍ୟ ଅଛନ୍ତି ।
ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।
ବ୍ରାଜିଲରେ ଏହି ଦମ୍ପତି ପ୍ରେମ ବିବାହ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ବି ନିଆରା। ୧୯୩୬ ମସିହାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ମନ ଦିଆନିଆ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରେମରେ ପଡ଼ିଯାଇଥିଲେ।
ସାନ ଯାଆଙ୍କ ଜୀବନ ବଞ୍ଚାଇବାକୁ ନିଜର ଲିଭର ଦାନ କରି ଚର୍ଚ୍ଚାକୁ ଆସିଥିଲେ ବଡ ଯାଆ । ହେଲେ ଏତେ ବଡ ତ୍ୟାଗ ସତ୍ତ୍ୱେ ବଞ୍ଚି ପାରିଲାନି ସାନ ଯାଆଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲେ ବେଡ୍ରେ ଆଖି ବୁଜିଲେ ସମ୍ବଲପୁରର ବହୁଚର୍ଚ୍ଚିତ ସାନ ଯାଆ ଉମାକାନ୍ତି ପ୍ରଧାନ ।
ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।
୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ।
ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ଚାଷକୁ ସୁହାଉଥିବା ବେଳେ ଜୈବିକ ପଦ୍ଧତି ଚାଷ କରୁଥିବାରୁ ବଜାରରେ ନିୟମଗିରି ପଣସର ବେଶ୍ ଚାହିଦା ରହିଛି ।
ମୋ ମା’ ଜଣେ କିଡନୀ ରୋଗୀ। ହସ୍ପିଟାଲରୁ ତାଙ୍କୁ ଆଣିଲି। ବସରେ ଅନୁଗୁଳ ନେବି। ହେଲେ ବସଷ୍ଟାଣ୍ଡ ଅବସ୍ଥା ନ କହିଲେ ଭଲ। ଏତେ ବଡ଼ ବସଷ୍ଟାଣ୍ଡରେ ମିଳୁନି ହୁଇଲ ଚେୟାର। ତେଣୁ ମା’ଙ୍କୁ କୁଲିର ଟ୍ରଲିରେ ବୋହିଲି ବୋଲି କ୍ଷୋଭର ସହ କହିଛନ୍ତି ଜଣେ ଯାତ୍ରୀ।
ଯୌତୁକରେ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ଶ୍ୱଶୁର ଘର । ସବୁତକ ଟଙ୍କା ଫେରାଇ ସମାଜରେ ଉଦାହରଣ ସୃଷ୍ଟି କରିଦେଲେ ଯୁବକ । ରାଜସ୍ଥାନ ଜୈସାଲମିରର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ।
ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଜିଲ୍ଲାପାଳ ମଧ୍ୟ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ଜାଣନ୍ତୁ ।
ଦିନେ ପାଠ ପଢିବା ପାଇଁ ସଙ୍ଘର୍ଷ କରୁଥିବା ଉତ୍ତମ ଏବେ ହଜାର ହଜାର ପିଲାଙ୍କୁ ପାଠ ପଢାଇବେ। ଅଖ୍ୟାତ ପଲ୍ଲିରେ ଏକ ମଲ୍ଲି ପରି ଉତ୍ତମଙ୍କ ସଫଳତାର ବାସ ଚଉଦିଗକୁ ଚହଟି ଯାଇଛି।
ଭଦ୍ରକର ଚିଙ୍ଗୁଡିପୁର ନିକଟରେ ରହିଛି ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ । ବହୁ ସମୟରେ ଛାତ୍ର ଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ସାମାଜିକ ଶିକ୍ଷା ପ୍ରଦାନ କରିଥାଏ ଏହି ଆଶ୍ରମ । ଫେବୃଆରୀ ମାସ 14 ତାରିଖ ଦିନ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଯୁବସମାଜ ଭେଲେଣ୍ଟାଇନ ଡେ ପାଳନ କରୁଛନ୍ତି, ସେହି ସମୟରେ କୁନି କୁନି ଛାତ୍ରଛାତ୍ରୀ ପିତୃ ମାତୃ ଦିବସ ପାଳନ କରୁଛନ୍ତି ।
48 ବର୍ଷୀୟ ଅଜୟ ଗୋଆର ମଣିପାଲ ହସ୍ପିଟାଲରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରି ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ। ଯାହା ଦି ପଇସା ରୋଜଗାର କରୁଥିଲେ ପରିବାର ଚଳାଇ ନେଉଥିଲେ।
ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।
ଯେପରି ରେଡିଓ ହେଉଛି ତାଙ୍କ ପ୍ରେମିକା ଓ ସେ ରେଡ଼ିଓରେ ପ୍ରେମିକ। କେହି କାହାକୁ ତିଳେ ମାତ୍ର ପାଖରୁ ଛାଡ଼ି ରହିପାରନ୍ତି ନାହିଁ। ଆମେ କହୁଛୁ ଲାଲ ମୋହନ ଅଧିକାରୀ ମଉସାଙ୍କ ରେଡ଼ିଓ ପ୍ରେମ। ସେ ରେଡିଓ ପ୍ରେମରେ ଯେପରି ପାଗଳ।
ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି ।
ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ ।
କୂଅରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ବିପଦରେ ପକାଇଲେ ପତ୍ନୀ । ନିଜ ଜୀବନ କଥା ଚିନ୍ତା ନକରି କୂଅ ଭିତରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଡେଇଁଲେ ପତ୍ନୀ ।
ଚାନ୍ଦିନୀ, ଜୟଶ୍ରୀ, ତ୍ରିବେଣୀ ତିନି ଚେହେରା ହେଲେ ଗୋଟିଏ କାହାଣୀ । ରକ୍ଷଣଶୀଳ ସମାଜରେ ଜଣେ ଜଣେ ବୁଦ୍ଧିମତୀ, ଜଣେ ଜଣେ ରେବତୀ । ଏମାନେ ସେଇ ଅଖ୍ୟାତପଲ୍ଲୀର ରେବତୀ ।
ପ୍ରଥମ କରି ରାଷ୍ଟ୍ରପତି ଭବନରେ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିଯୁକ୍ତ ସିଆରପିଏଫ୍ ଅଫିସରଙ୍କ ବାହାଘର ରାଷ୍ଟ୍ରପତି ଭବନରେ ହେବ ବୋଲି ଜଣାପଡ଼ିଛି। ତେବେ ସେହି ଅଧିକାରୀ ଜଣକ କିଏ ? ଆସନ୍ତୁ ଜାଣିବା...