ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।
ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ
ଅକ୍ସଫାମ୍ ଇଣ୍ଡିଆର ତଥ୍ୟକୁ ନେଇ ବିଶେଷଜ୍ଞ ଚକିତ । ଧନୀଙ୍କ ଉପରେ ୱେଲ୍ଥ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ।
ତଳଭାଗରେ ରହୁଥିବା ୫୦ ଭାଗ ଲୋକଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି
ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।