• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Goutam Adani

Gautam Adani
Gautam Adani: ଆଦାନୀ ଲାଞ୍ଚ ପ୍ରସଙ୍ଗ; ଆରେଷ୍ଟ ୱାରେଣ୍ଟ ମିଳିନଥିବା ସ୍ପଷ୍ଟ କଲେ ଭାରତ ସରକାର

ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର ।

Adani
Gautam Adani: ଅଡୁଆରେ ଆଦାନୀ; ନିବେଶକଙ୍କୁ ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଲା ଆମେରିକା

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟକା। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା।

Goutam Adani
ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌

ଏହି ମାମଲାରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ।

Share Market & Gold Price
Year Ender 2023: ମିଳିଲା ଲିଥିୟମ୍‌, ସରିଲା ୨ ହଜାର ଟଙ୍କିଆ ଯୁଗ, ଜାଣନ୍ତୁ ବାଣିଜ୍ୟ ପାଇଁ କିପରି ଥିଲା ବିଦାୟୀ ବର୍ଷ...

ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍‌ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।

After Adani Hindenburg Ready To Expose Another Big Report
ଖୁବ୍‌ଶୀଘ୍ର ହେବ ବଡ଼ ଖୁଲାସା ! ଆଦାନୀ ଗ୍ରୁପ୍‌ ପରେ ଏଥର କାହା ପାଳି ? ଚିନ୍ତାରେ ବଡ଼ ବଡ଼ କମ୍ପାନୀ ମାଲିକ...

ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍‌କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।

Goutam Adani
ହଠାତ୍‌ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି

ଏମିତି କେମିତି ହେଲା? ହଠାତ୍‌ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !!

Adani
ହଠାତ୍‌ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !

ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍‌ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ

Rich Poor
ଦେଶରେ ବଢୁଛି ଧନୀ-ଗରିବ ତାରତମ୍ୟ, ୨୧ଜଣଙ୍କ ପାଖରେ ୭୦କୋଟି ଲୋକଙ୍କ ସଂପତ୍ତି

ଅକ୍ସଫାମ୍ ଇଣ୍ଡିଆର ତଥ୍ୟକୁ ନେଇ ବିଶେଷଜ୍ଞ ଚକିତ । ଧନୀଙ୍କ ଉପରେ ୱେଲ୍ଥ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ।

Oxfam report
ଦେଶର ୫ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଭାରତର ୬୦ ପ୍ରତିଶତ ସମ୍ପତ୍ତି : ଅକ୍ସଫାମ୍ ରିପୋର୍ଟ

ତଳଭାଗରେ ରହୁଥିବା ୫୦ ଭାଗ ଲୋକଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି

Ambani and Adani
ଫୋବର୍ସ ଧନୀ ତାଲିକା: ଟପ୍‌ ୧୦ ରେ କେତେ ଜଣ ଭାରତୀୟ ଜାଣନ୍ତୁ..

ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।