ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍ମେଣ୍ଟ ମଧ୍ୟ ନେଇଥିଲେ।
ଏକାସଙ୍ଗେ ପ୍ରେମିକା ଘରେ ଏକ୍ସ-ବୟଫ୍ରେଣ୍ଡ୍ ଓ ପ୍ରେମିକ ପହଞ୍ଚି ହାଇଡ୍ରାମା କରିଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ କୂଅକୁ ଡେଇଁ ପଡ଼ିଲା ପ୍ରେମିକା।
ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍ ଉଦ୍ଧାର କରିଛି।
ଶେଷ ମୁହୂର୍ତ୍ତରେ ଧୋକା ଦେଲା ପ୍ରେମିକ। ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ।
ପୁଣି ଲଭ୍, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ।
ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି।
ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଏପରିକି ସମ୍ପୃକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।
ତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି ।
ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର।
ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ।