ବେଙ୍ଗଲୁରୁରୁ ଗୌହାଟି ଯାଉଥିବା ଏହି ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହେବାରୁ ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି 3 ଜଣ ଆହତ ହୋଇ କଟକ SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସବୁ କିଛି ଠିକ୍ଠାକ୍ ଥିଲା । ଲୋକ ପାଇଲଟ୍ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।
ସବୁ କିଛି ଠିକ୍ଠାକ୍ ଥିଲା । ସବୁ କିଛି ସଠିକ୍ ଅନୁସାରେ ଚାଲୁଥିଲା । ଲୋକ ପାଇଲଟ୍ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।
ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସ: ଏଭଳି ଅସୁବିଧା ପରିସ୍ଥିତିରେ ଲୋକଙ୍କୁ ବସ୍ତା ବସ୍ତା କାକୁଡି ବାଣ୍ଟିଦେଲେ କିଛି ଯୁବକ ।
ଅଚାନକ ଘଡ଼ ଘଡ଼ ଶବ୍ଦ ହେଲା। ଏହାପରେ ଟ୍ରେନର ବଗି ତଳକୁ ଖସି ପଡ଼ିଥିଲା। ଏପରି କହିଛନ୍ତି ଦୁର୍ଘଟଣାଗ୍ରସ୍ତ କାମାକ୍ଷା ଟ୍ରେନର କିଛି ଯାତ୍ରୀ।
#ଫୋନ୍_ଆସିଲା, #ତାପସ_ଆଉ_ନାହିଁ ସେ ବହୁତ ଭଲ ଛାତ୍ର ଥିଲେ। ଭଲ ପାଠ ପଢ଼ୁଥିଲେ। କ’ଣ ହେଲା କେଜାଣି। କେମିତି ମୃତ୍ୟୁ ହେଲା କିଛି ଜଣାପଡୁନି। ଆମକୁ ଫୋନ୍ ଆସିଲା ସିଏ ଆଉ ନାହିଁ ବୋଲି କହିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ତାପସ ରଞ୍ଜନ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମାଇଁ।
ପୁଣି ଟ୍ରେନ୍କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।
କିଛିଦିନ ହେବ ଟ୍ରେନ୍କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।
ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍।
ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।
ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।
ପୁଣି ବଡ଼ ରେଳ ଦୁର୍ଘଟଣା । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି ।
ଏହି ପାସେଞ୍ଜର ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।