Advertisment

ଟ୍ରଲିରେ ରୋଗିଣ ମା’ଙ୍କୁ ବୋହିଲା ପୁଅ

ମୋ ମା’ ଜଣେ କିଡନୀ ରୋଗୀ। ହସ୍ପିଟାଲରୁ ତାଙ୍କୁ ଆଣିଲି। ବସରେ ଅନୁଗୁଳ ନେବି। ହେଲେ ବସଷ୍ଟାଣ୍ଡ ଅବସ୍ଥା ନ କହିଲେ ଭଲ। ଏତେ ବଡ଼ ବସଷ୍ଟାଣ୍ଡରେ ମିଳୁନି ହୁଇଲ ଚେୟାର। ତେଣୁ ମା’ଙ୍କୁ କୁଲିର ଟ୍ରଲିରେ ବୋହିଲି ବୋଲି କ୍ଷୋଭର ସହ କହିଛନ୍ତି ଜଣେ ଯାତ୍ରୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି