• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fathers Day

MAKING NEWS |BIKALA TV|EP-139| ଅସହାୟ ବାପା
MAKING NEWS |BIKALA TV|EP-139| ଅସହାୟ ବାପା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Fathers Day
ପର କରିଦେଲେ ପୁଅ-ବୋହୂ : ବୃଦ୍ଧାଶ୍ରମରୁ ପିଲାଙ୍କୁ ଆଶୀର୍ବାଦ ଦେଉଛନ୍ତି ବାପା

ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ

Father’s Day | Meet super fathers of Odisha
ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

fathers Day
ଇଏ ବି ଜଣେ ବାପା : ଝିଅକୁ ପାଠ ପଢାଇବାକୁ ସମାଜ ସହ ଲଢେଇ କଲା, ବିଜୟ ବି ହେଲା

ଝିଅକୁ ପାଠ ପଢାଇବା ପାଇଁ ସମାଜ ସହ ଲଢିବାକୁ ପଛାଇଲେନି ବାପା । ଗୋଡ଼ କଟିଯିବା ସତ୍ତ୍ୱେ ଝିଅର ସାହସର ସାହାରା ହେଲେ । ଯେଉଁ ବସ୍ତିରେ କେହି ସ୍କୁଲ୍ ମାଟି ମାଡ଼ିନଥିଲେ, ମାଟ୍ରିକ ପରୀକ୍ଷାରେ କମାଲ କରିଦେଲେ ସେହି ବସ୍ତିର ଝିଅ ପ୍ରମିଳା । ଅନ୍ତର୍ଜାତୀୟ ପିତୃ ଦିବସରେ ତାଳଚେର ଡେରାମୁଣ୍ଡା ବସ୍ତିର ପ୍ରମିଳା କହିଛନ୍ତି, ଏମିତି ବାପା ସମସ୍ତଙ୍କୁ ମିଳୁ..

Udala
ଇଏ ବି ଜଣେ ବାପା : ମାଆର ସ୍ନେହ ଦେଇ ବଢାଉଛନ୍ତି ଦୁଇ ପୁଅଙ୍କୁ

ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ

Udala man takes care of 2 minors
ଇଏ ବି ଜଣେ ବାପା : ମାଆର ସ୍ନେହ ଦେଇ ବଢାଉଛନ୍ତି ଦୁଇ ପୁଅଙ୍କୁ

ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ

history significance and how Father Day celebrated
International Father's Day 2023: ‘ବାପା’ ଏକ ଶବ୍ଦ ନୁହେଁ; ‘ବାପା’ ସକଳ ଶକ୍ତିର ଆଧାର

ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ଆସନ୍ତୁ ଜାଣିବା ସେ କିଏ…

Fathers' Day
ରିଲ୍‌ରେ ବାପା ଚରିତ୍ରକୁ ନେଇ ଅନେକ କାହାଣୀ;ବଲିଉଡ୍‌ରେ ତିଆରି ହୋଇଛି ଅନେକ ଫିଲ୍ମ

ବାପା...ରିୟଲ୍ ହୁଅନ୍ତୁ ଅବା ରିଲ୍। ସବୁଠି ସେ ହିଟ୍ ଆଉ ଫିଟ୍। ହିନ୍ଦୀ ସନେମାରେ ମାଆଙ୍କୁ ଯେତେ ଗୁରୁତ୍ୱ ମିଳିଛି ସମୟ ସହ ବାପାଙ୍କ ଚରିତ୍ରକୁ ବି ସେତେ ଗୁରୁତ୍ୱ ଦିଆଯାଇଛି । ବାପା ଏମିତି ଜଣେ ବ୍ୟକ୍ତି ଯିଏ, ସ୍ୱପ୍ନ ଦେଖାନ୍ତି ଆଉ ତାକୁ ପୂରଣ କରିବା ରାସ୍ତା ବି ସେ ହିଁ ବତାନ୍ତି। ତେବେ ଆସନ୍ତୁ ନଜର ପକାଇବା ବଲିଉଡ୍‌ ଜଗତରେ ବାପାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କିଛି ମର୍ମସ୍ପଶୀ ସିନେମା ଉପରେ...