• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Love Story

Bill Gates In Love
ନୂଆ ପ୍ରେମରେ ପଡ଼ିଛନ୍ତି ବିଲ୍‌ ଗେଟ୍‌ସ, ଜାଣନ୍ତୁ କାହା ସହ କରୁଛନ୍ତି ଡେଟିଂ...

ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । 

love story
ଦୀର୍ଘ ୧୦ ବର୍ଷର ଅପେକ୍ଷା ... ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶୀ ବରକୁ ବିଦେଶୀ କନିଆଁ

ପବନ୍‌ ୱେଡସ୍‌ କ୍ରିଷ୍ଟନ୍‌ । ପ୍ରେମ ପାଇଁ ସୀମା ସରହଦ ଡେଇଁଲେ । ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ଏବେ ଏକାଠି ହେଲେ ପ୍ରେମପକ୍ଷୀ ।

Pakistani girl fell in love with Indian boy during online ludo game
ଲୁଡୁ ଖେଳରୁ ଲଭ୍ ଷ୍ଟୋରି; ପାକିସ୍ତାନରୁ ଲୁଚି ଭାରତ ପଳେଇ ଆସିଲେ ଯୁବତୀ

ଜଣେ ପାକିସ୍ତାନୀ ଯୁବତୀ ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…

Rich woman Ayesha married tire technician jisen
ପ୍ରଥମ ଦେଖାରେ ପ୍ରେମ; ଟାୟାର ମେକାନିକ୍‌ଙ୍କୁ ବାହାହେଲେ ଧନୀ ମହିଳା

ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।

special report
୪୭ ବର୍ଷିୟ ଶିକ୍ଷକଙ୍କ ବିଚିତ୍ର ପ୍ରେମ ନିଶା, ନାବାଳିକା ଛାତ୍ରୀଙ୍କୁ ଲେଖିଲେ ଏମିତି ଚିଠି...

ଶିକ୍ଷକଙ୍କ ନାଁରେ ଥାନାରେ ଝିଅକୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

special report
ଗାଁ ଦାଣ୍ଡରେ ପଡ଼ିଲା ହାତଗଣ୍ଠି ! ପାଞ୍ଚ ଦିନର ଧାରଣା ପରେ ସିନ୍ଦୂର ନାଇଲା ଅଭିମାନୀ ପ୍ରେମିକା

ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।

Hate Story
ଏ କି ପ୍ରେମ ! ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

Old Age Love Story
ନିଆରା ପ୍ରେମ କାହାଣୀ ! ବର ୬୩କୁ କନିଆ ୬୫

ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।

Crime
ପ୍ରେମିକ ପାଲଟିଲା ଜହ୍ଲାଦ ! ପ୍ରେମିକାକୁ ପୋଡ଼ି ଜଙ୍ଗଲରେ ଫିଙ୍ଗିଲା

ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।

Love Story
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍‌ ଆପଣ କେବେ ଦେଖିନଥିବେ ।

Crime Love Story
ପରକୀୟାରେ ଲିପ୍ତ ପ୍ରେମୀ ଯୁଗଳଙ୍କ ଉପରେ ଫେଭିକ୍ୱିକ୍‌ ଢ଼ାଳିଦେଲା ତାନ୍ତ୍ରିକ !

ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍‌ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।

Love Story
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ଧରି ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି ।

Love knows no boundaries
ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ପ୍ରେମିକର ହାତ ଧରିଲେ ପ୍ରେମିକା

ପୂର୍ବରୁ କୁହାଯାଇଛି, ପ୍ରେମ ହେଉଛି ଅନ୍ଧ। ଏହା ପ୍ରେମିକ କିମ୍ବା ପ୍ରେମିକର ଷ୍ଟାଟସ୍ ଦେଖେନାହିଁ। ଯେମିତି ଏହି ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ତାଙ୍କ ପ୍ରେମିକ ଦିବ୍ୟାଙ୍ଗ ହୋଇଯିବା ପରେବି, ପରିବାର କଥା ନଶୁଣି, ସେ ପ୍ରେମିକଙ୍କ ହାତ ଧରିଛନ୍ତି।

Love Story
ମଲା ପ୍ରେମିକାର ସିନ୍ଥିରେ ସିନ୍ଦୁର ଦେଲା ପ୍ରେମିକ

ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ। ତେବେ କେତେ ଯେ କଷ୍ଟ, ତାହା ଅଙ୍ଗେ ଲିଭାଇଥିବା ମଣିଷ ହିଁ ବୁଝିପାରିବ ।

Love Story
ଏମିତି ବାହାଘର ଦେଖିନଥିବେ; ହୁଇଲ୍ ଚେୟାର୍‌ରେ ବସି କନିଆଁ ନେଉଛି ସାତଫେରା

ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା

Love Story
ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି

ପ୍ରେମ କେତେ ପବିତ୍ର ଏହି କାହଣା ହିଁ ବୟାନ କରୁଛି । ୭ ବର୍ଷ ପ୍ରେମରେ ବାଧକ ସାଜିପାରିନି ଦିବ୍ୟାଙ୍ଗ । ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ ହେଉଛି ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ନେଉଛନ୍ତି । ଆଉ ହ୍ୱିଲ ଚେୟାରରେ ବସିଛନ୍ତି ଦେବସ୍ମିତା ।

Love Story
ହ୍ୱିଲ ଚେୟାରରେ ବସି ସାତ ଫେରା ସାଙ୍ଗକୁ ହାତଗଣ୍ଠି ପକାଇଲେ ନବବଧୂ, ଦେଖନ୍ତୁ ଭିଡିଓ..

ଏହାକୁ ବୋଧହୁଏ କୁହାଯାଏ ଶାସ୍ୱତ୍ତ ପ୍ରେମ। ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ..ପ୍ରେମିକା ଦିବ୍ୟାଙ୍ଗ ହେବା ପରେ ବି କଥା ରଖି ବିବାହ କଲେ। ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି, ବ୍ରାହ୍ମଣଙ୍କ ବେଦମନ୍ତ୍ରୀରେ ପ୍ରକମ୍ପିତ ହେଲା ପୂରା ଏରିୟା...ବର୍ଷ ବର୍ଷ ପ୍ରେମ ସାମ୍ନାରେ ସବୁ ହେଲା ତୁଚ୍ଛ...ଦେଖନ୍ତୁ ପ୍ରେମର ଏହି ସୁନ୍ଦର କାହାଣୀ

Love Story
ଏମିତି ବି ପ୍ରେମ ହୁଏ, ଆଉ ବିବାହ ମଧ୍ୟ ! ପଢ଼ନ୍ତୁ ସୁନ୍ଦର କାହାଣୀ..

ଯୁବକଙ୍କ ନା ହାଫିଜ୍‌ ମହମ୍ମଦ ନଦୀମ । ଆଉ ମହିଳା ଜଣକ ହେଉଛନ୍ତି ପୋଲାଣ୍ଡ ଦେଶର ମୂଳ ବାସିନ୍ଦା । ତାଙ୍କର ନା ବ୍ରୋମା ।

Gender Change
ଛାତ୍ରୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଖେଳ ଶିକ୍ଷୟିତ୍ରୀ

ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।

Special story
ପୁଣି ଦେଖାହେବ ଆର ଜନମରେ . . ! ପ୍ରେମିକା ଘର ସାମ୍ନାରେ ବିଷପିଇ ଜୀବନ ହାରିଲେ ଯୁବକ

ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍‌ କରି ବିଷ ପିଇଦେଲେ ।

Crime
ବର୍ଷକରେ ଦି ଏଣ୍ଡ ଲଭ୍‌ ଷ୍ଟୋରୀ ! ମୋବାଇଲ ଫେରାଇବାକୁ ଆସି ଜୀବନ ହାରିଲେ ପ୍ରେମିକ

ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

Tution Sir
ଟ୍ୟୁସନ୍‌ ସାର୍‌ଙ୍କ କେଳେଙ୍କାରୀ ! ପିଲାଙ୍କ ମାଆଙ୍କୁ କଲେ ପ୍ରେମ, ମିଳିମିଶି କୁନି ପୁଅକୁ କଲେ ହତ୍ୟା

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍‌ ଭଲରେ ଚଳୁଥିଲା ।

love story of a old couple
ଅଳ୍ପ ଶବ୍ଦ, ଅଳ୍ପ ଦୃଶ୍ୟ..ତଥାପି ମନକୁ ଭିଜେଇ ଦେଲା ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।

Special story
ସଫେଇ କର୍ମଚାରୀଙ୍କ ପ୍ରେମରେ ମହିଳା ଡାକ୍ତର : ଅନେକ ଟାହିଟାପରା ସତ୍ତ୍ୱେ ଶାହାଜାଦଙ୍କୁ ବିବାହ କଲେ କିଶ୍ୱର

ପ୍ରେମରେ ସବୁ କିଛି ସମ୍ଭବ । କେତେବେଳେ କିଏ କାହାକୁ ଯେ ହୃଦୟ ଦେଇ ବସିବ ସେକଥା କେହି କହିପାରିବେ ନାହିଁ ।

Love Story
ଅଜବ ଲଭ୍‌ ଷ୍ଟୋରୀ ! ନିଜ ଭାଇକୁ ୬ ବର୍ଷ ହେଲା ଡେଟ୍‌ କରୁଥିଲେ, ଡିଏନ୍‌ଏ ରିପୋର୍ଟରୁ ଜଣାପଡ଼ିଲା ରକ୍ତ ସମ୍ପର୍କ

ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କହିବେ କି ଯୁଗ ହେଲା..? କିଛି ନ ବୁଝି କେମିତି ପ୍ରେମ ହେଲା.. ?