ପ୍ରଶଂସକମାନେ ଭାବନ୍ତି ଯେ ପଲକ ତିୱାରୀ ଏବଂ ଇବ୍ରାହିମଙ୍କ ମଧ୍ୟରେ କିଛି ଚାଲିଛି। ନିକଟରେ ପଲକ ତିୱାରୀ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ତାଙ୍କ କ୍ୟାରିଅର ଗଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଆଲୋଚନା ହେଉ।
ଶାଶୁ-ଜ୍ବାଇଁଙ୍କ ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ହେବା ପରେ ଏବେ ଉଭୟ ପ୍ରେମୀ ଯୁଗଳଙ୍କର ପ୍ରେମ ନିଶା ଛାଡ଼ିଯାଇଛି । ଉଭୟ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି ।
ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍ ପ୍ରେମ କାହାଣୀ' ବୋଲି କହୁଛନ୍ତି।
ମନୋଜ କୁମାର ସିନା ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଅଗଣିତ ସ୍ମୃତି ରହିଯାଇଛି। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ତେବେ ବହୁତ କମ୍ ଲୋକ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି। ଆସନ୍ତୁ ଜାଣିବା…
ଅଭାବ ଭାଙ୍ଗିପାରିନି ଏମାନଙ୍କ ସଂପର୍କ । ଗରିବୀ ଦୂର କରିପାରିନି ଭଲପାଇବା । ଆଗରୁ ଏମିତି ଦୁହିଁଙ୍କ ମନ ମିଶିଥିଲା । ଏବେ ଅସୁବିଧାରେ ରହି ବି ହସୁଛି ପରିବାର । ହେଲେ ସରକାରୀ ସହାୟତା କେବେ ଏମାନଙ୍କ ପାଖରେ ପହଞ୍ଚୁଛି ଦେଖିବାକୁ ବାକି ରହିଲା ।
ରଙ୍ଗ ନମ୍ବରରୁ ହୋଇଗଲା ପ୍ରେମ l ପରେ ବିବାହ, ଆଉ ଏବେ ଦେଢ଼ ବର୍ଷର ଶିଶୁପୁତ୍ର ରହିଛି l ମନୋଜ ଗାଁକୁ ଆସିବା ପରେ ଘର ଖଣ୍ଡିଏ ନାହିଁ l ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ କରି ପରିବାର ମୁଣ୍ଡ ଉପରେ କୁଡିଆଟିଏ ଦେବାକୁ ଚେଷ୍ଟା କରୁଛନ୍ତି ।
ଗୌରୀ ସ୍ପ୍ରାଟ ବଲିଉଡ୍ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି ନାହିଁ ଏବଂ ଆମିରଙ୍କ କେବଳ ଦୁଇଟି ଫିଲ୍ମ ଦେଖିଛନ୍ତି। ତେବେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଗୌରୀ କହିଛନ୍ତି ଯେ, ସେ ତାଙ୍କ ପାର୍ଟନର୍ ଭାବେ କ’ଣ ଚାହୁଁଛନ୍ତି ଏବଂ ଆମିରଙ୍କୁ କାହିଁକି ବାଛିଲେ।
ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ ।
ନିଆରା ଏ ପ୍ରେମ ପକ୍ଷୀ... ନିଆରା ଏମାନଙ୍କ ପ୍ରେମ କାହାଣୀ । ସବୁଠାରୁ ଇଷ୍ଟରେଷ୍ଟିଂ କ’ଣ ଆପଣ ଜାଣନ୍ତି ? ଏମାନଙ୍କ ଜିଇବାର ଜୀବନ ଶୈଳୀ । ଉଭୟଙ୍କ ବୟସ ୧୦୦ ଟପିସାରିଛି । ଆଉ ଏମାନଙ୍କ ୧୩ଜଣ ସନ୍ତାନ ଥିବାବେଳେ ଶତାଧିକ ନାତି ନାତୁଣୀ ମଧ୍ୟ ଅଛନ୍ତି ।
ଭାଲେଣ୍ଟାଇନ ଡେ'ରେ ଜେଲରେ ଥାଇ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିପ୍ଟ କଲା ଠକ ସୁକେଶ ଚନ୍ଦ୍ରଶେଖର । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲେଖିଦେଲା ଏମିତି କଥା
ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।
ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।
ପିକେଙ୍କ ମୋଡ୍ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।
କହନ୍ତି, ବିବାହ ପରେ ସାତ ଜନ୍ମର ସାଥୀବନ୍ତି ଯାଆନ୍ତି ପତି-ପତ୍ନୀ। ବାହା ବେଦିରେ ସାତ ଫେରା ଦେଇ ଦୁହେଁ ଦୁହିଁଙ୍କର ସୁଖଦୁଃଖର ସାଥୀ ପାଲଟନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ଶ୍ରୀଜାନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ।
ସାଧାସିଧା ଦେଖାଯାଉଥିବା ବଲିଉଡ୍ର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ ବାସ୍ତବ ଜୀବନରେ ବହୁତ ରୋମାଣ୍ଟିକ୍। ସେ ଅନେକ ସମୟରେ ନିଜ ପ୍ରେମ କାହାଣୀକୁ ଅନେକ ପ୍ଲାଟଫର୍ମରେ ଶେୟାର କରିଛନ୍ତି। ଏଥର ତାଙ୍କ ପତ୍ନୀ ମୃଦୁଲା ସେହିଦିନର ପ୍ରେମ କାହାଣୀ କହିଛନ୍ତି।
ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା ।
ଯେବେ ମନ ସହ ମନ ମିଶେ, ଶେଷରେ ସାମ୍ନାକୁ ଆସେ ଏମିତି ସୁନ୍ଦର ଦୃଶ୍ୟ । ଏ ପ୍ରମେ ବିବାହ ଖାଲି ନିଆରା ନୁହେଁ ଦର୍ଶକ ବନ୍ଧୁ, ସମ୍ପୂର୍ଣ୍ଣ ଅଲଗା । ଯାହା ଜାଣିଲେ ଆପଣ ନିଶ୍ଚୟ ବାଃ ବାଃ ହିଁ କରିବେ ।
ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ। ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି। ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ।
ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍ ଟିକେଟ କରି ଧରାଇ ଦେଇଥିଲା ।
ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।
ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ।
ବଲିଉଡ୍ର ପ୍ରସିଦ୍ଧ ଅଭିନେତା ଜୁହି ଚାୱଲାଙ୍କ ବିବାହ ପୂର୍ବରୁ ତାଙ୍କର ହେବାକୁ ଥିବା ସ୍ୱାମୀ କେବଳ ଗୋଟିଏ ଗୋଲାପ ନୁହେଁ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ୍ ପଠାଇ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ତା’ କ’ଣ ହେଲା ଜାଣନ୍ତୁ…
ଭୁବନେଶ୍ବର ବାଳକାଟିସ୍ଥିତ ଏକ ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ ।
ଘରେ ଲୁଚି ଲୁଚି ପ୍ରେମ କରୁଥିଲା ଝିଅ। ମା’ର ନଜରରେ ପଡିଗଲା ଝିଅର ଚୋରା ପୀରତି। ତା’ ପରେ ଅବସ୍ଥା ସାଂଘାତିକ। ଦେଖନ୍ତୁ ଏହି ଭିଡିଓ।