୨୦୧୮ରେ ଆରମ୍ଭ ହୋଇଥିବା ଏହି ମହତ ଅଭିଯାନ ଆଜି ସୁବ୍ୟବସ୍ଥିତ ଆନ୍ଦୋଳନରେ ପରିଣତ ହୋଇସାରିଛି । ପ୍ରତି ଦିନ ପାଖାପାଖି ୨୦୦ ଲୋକଙ୍କୁ ଭୋଜନ ଉପଲବ୍ଧ କରାଉଛି ରୁଟି ବ୍ୟାଙ୍କ । ଏହି ରୁଟି ବ୍ୟାଙ୍କର କାହାଣୀ ନିସ୍ୱାର୍ଥପରତା ଓ ପରୋପକାର ପରି ଗଭୀର ଭାବନାରୁ ପ୍ରେରିତ ଏକ ପ୍ରୟାସ ।
ଆଉ ଉପାସରେ ରହିବେନି ଗରିବ ଲୋକ। ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଆରମ୍ଭ ହେଲା ରୁଟି ବ୍ୟାଙ୍କ୍